ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ |Baripada Mayurbhanja news |Firing |times one odia |odisha news |

Автор: TIMES ONE ODIA

Загружено: 2025-06-23

Просмотров: 70206

Описание: ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ |
ବାରିପଦାରେ ଚହଳ ପକାଇଲା ବନ୍ଧୁକଧାରିଙ୍କ କାରନାମା|
ଠଅ ଠଅ କରି ଫୁଟିଲା ଗୁଳି, ପାଞ୍ଚ ରାଉଣ୍ଡ ଗୁଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ।
ଠଅ କରି ଫୁଟିଲା ଗୁଳି, ପଞ୍ଚ ରାଉଣ୍ଡ ଗୋଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ।

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ |Baripada Mayurbhanja news |Firing |times one odia |odisha news |

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଏକ୍ସନ ମୋଡ଼ରେ ଅବକାରୀ ବିଭାଗ ଘରେ ଘରେ ପଶି ଭାଙ୍ଗିଲା ଦେଶୀ ମଦ ଭାଟି || MAYURBHANJ NEWS

ଏକ୍ସନ ମୋଡ଼ରେ ଅବକାରୀ ବିଭାଗ ଘରେ ଘରେ ପଶି ଭାଙ୍ଗିଲା ଦେଶୀ ମଦ ଭାଟି || MAYURBHANJ NEWS

କହ କୋଉ ପୋଲିସ୍ ବାଡେଇଛି, ଥାନାରେ ବର୍ଷିଲେ ଡାନି ଘଡେ଼ଇ ! Priti ranjan ghadei confronts sukinda police.

କହ କୋଉ ପୋଲିସ୍ ବାଡେଇଛି, ଥାନାରେ ବର୍ଷିଲେ ଡାନି ଘଡେ଼ଇ ! Priti ranjan ghadei confronts sukinda police.

OTV LIVE | ଜନ୍ମମାଟିରେ ମହାମହିମ | President Droupadi Murmu Odisha Visit | President in Rairangpur

OTV LIVE | ଜନ୍ମମାଟିରେ ମହାମହିମ | President Droupadi Murmu Odisha Visit | President in Rairangpur

ଚାକିରି ନାଁରେ ଯୁବତୀ ଚାଲାଣ | Job fraud case |Dinanka Tv

ଚାକିରି ନାଁରେ ଯୁବତୀ ଚାଲାଣ | Job fraud case |Dinanka Tv

ସକ୍ରିୟ ମନ୍ଦିର ଚୋରି ରାକେଟ:ବାରିପଦାରେ ୬ ଗିରଫ। #odisha #baripada #theftnews #police @NaradaNewsOdia ​

ସକ୍ରିୟ ମନ୍ଦିର ଚୋରି ରାକେଟ:ବାରିପଦାରେ ୬ ଗିରଫ। #odisha #baripada #theftnews #police @NaradaNewsOdia ​

ITI TOPER AND A SKILLED DRONE TECHNICIAN. #ddbangla @DDBanglaTV

ITI TOPER AND A SKILLED DRONE TECHNICIAN. #ddbangla @DDBanglaTV

ମାଓ ବ୍ୟାନର ଲଗାଯିବା ଘଟଣା,ଚାରି ଗିରଫ | Kalyansinghpur Rayagada News | Times one odia | Odisha news |

ମାଓ ବ୍ୟାନର ଲଗାଯିବା ଘଟଣା,ଚାରି ଗିରଫ | Kalyansinghpur Rayagada News | Times one odia | Odisha news |

୧୫୦ ବସ୍ତାରୁ ଅଧିକ ମହୁଲ ଜବତ କଲା ଅବକାରୀ ବିଭାଗ | MAYURBHANJ NEWS | @a1odisha

୧୫୦ ବସ୍ତାରୁ ଅଧିକ ମହୁଲ ଜବତ କଲା ଅବକାରୀ ବିଭାଗ | MAYURBHANJ NEWS | @a1odisha

President Droupadi Murmu | President Droupadi Murmu Lands at Jashipur Helipad In Mayurbhanj |

President Droupadi Murmu | President Droupadi Murmu Lands at Jashipur Helipad In Mayurbhanj |

ଯାଦୁ ଭଲ ହେବ କେମିତି#odiahealthtips#fungalinfections

ଯାଦୁ ଭଲ ହେବ କେମିତି#odiahealthtips#fungalinfections

ଧୀରେ ଧୀରେ ଖୋଲୁଛି ସରକାରୀ କ୍ଵାଟର ର ଗୁମର.. #blackmagic #politics #mohanmajhi #viralnews | Atv Odisha

ଧୀରେ ଧୀରେ ଖୋଲୁଛି ସରକାରୀ କ୍ଵାଟର ର ଗୁମର.. #blackmagic #politics #mohanmajhi #viralnews | Atv Odisha

ଦୀର୍ଘ ୧୦ବର୍ଷ ପରେ ପୁଣି କଟକ ରାଣୀହାଟ ଅଞ୍ଚଳରେ ଧରାପଡିଲା କିଡ଼ନୀ ରାକେଟ

ଦୀର୍ଘ ୧୦ବର୍ଷ ପରେ ପୁଣି କଟକ ରାଣୀହାଟ ଅଞ୍ଚଳରେ ଧରାପଡିଲା କିଡ଼ନୀ ରାକେଟ

ମମତାଙ୍କ ନୂଆ ଅବତାର, ବିଜେପି ଛାନିଆ! ଗର୍ଜିଲେ ଦିଦି ଖୋଲିଦେଲେ ସବୁ ଗୁମର, ଚାପରେ ଜ୍ଞାନେଶ କୁମାର! Mamta Vs ECI |

ମମତାଙ୍କ ନୂଆ ଅବତାର, ବିଜେପି ଛାନିଆ! ଗର୍ଜିଲେ ଦିଦି ଖୋଲିଦେଲେ ସବୁ ଗୁମର, ଚାପରେ ଜ୍ଞାନେଶ କୁମାର! Mamta Vs ECI |

ROYAL BENGAL TIGER ATTACK |  जंगल बाघ हमला | TIGER ATTACK STORIES..

ROYAL BENGAL TIGER ATTACK | जंगल बाघ हमला | TIGER ATTACK STORIES..

Professional Bike Thief Nabbed by Lingaraj PS, Reveals his Secret II Hanger Story

Professional Bike Thief Nabbed by Lingaraj PS, Reveals his Secret II Hanger Story

ବିଅର୍ କେମିତି ବନା ହଉଚି! How Beer Made in Factory|

ବିଅର୍ କେମିତି ବନା ହଉଚି! How Beer Made in Factory|

Kryptokłopoty Karola Nawrockiego. Komentują Wieliński i Czuchnowski | Gazeta wyborcza

Kryptokłopoty Karola Nawrockiego. Komentują Wieliński i Czuchnowski | Gazeta wyborcza

Young Sand Sculptor from Marshaghai Inspired by Sudarsan Pattnaik | Derabish Talent Story | TimesOne

Young Sand Sculptor from Marshaghai Inspired by Sudarsan Pattnaik | Derabish Talent Story | TimesOne

ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା; ମିଛରେ କଲିକତା କହି ଯାତ୍ରୀ ଆଣି ବାରିପଦାରେ ଛାଡିଦେଉଥିଲେ | Baripada Bus Stand

ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା; ମିଛରେ କଲିକତା କହି ଯାତ୍ରୀ ଆଣି ବାରିପଦାରେ ଛାଡିଦେଉଥିଲେ | Baripada Bus Stand

ସୁନା ହାତୀ, ସୁନା ବିସ୍କୁଟ, ସୁନା ଗହଣା ଏବଂ କୋଟି କୋଟି ଟଙ୍କା ରଖିଥିଲେ ଏହି ମହିଳା

ସୁନା ହାତୀ, ସୁନା ବିସ୍କୁଟ, ସୁନା ଗହଣା ଏବଂ କୋଟି କୋଟି ଟଙ୍କା ରଖିଥିଲେ ଏହି ମହିଳା

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]