ଦେବଦତ୍ତର ଜମିରେ ଚାଷୀ ପଞ୍ଜିକରଣ ହୋଇପାରୁ ନ ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଭେଡେନ ବ୍ଲକ ର ଚାଷୀ
Автор: Aamar TV
Загружено: 2026-03-18
Просмотров: 830
Описание: ଦେବଦତ୍ତର ଜମିରେ ଚାଷୀ ପଞ୍ଜିକରଣ ହୋଇପାରୁ ନ ଥିବାରୁ ଭେଡେନ ବ୍ଲକ ର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି | ସୂଚନା ଅନୁସାରେ ଭେଡେନ ବ୍ଲକ ରେ ଥିବା ସମସ୍ତ ମନ୍ଦିରର ଜମି ପଞ୍ଜିକରଣ ପାଇଁ ଚାଷୀ ସୋସାଇଟିକୁ ଯାଇଥିବା ବେଳେ ଦେବଦତ୍ତର ଜମି ପଞ୍ଜିକରଣ ହେବ ନାହିଁ ବୋଲି ଚାଷୀଙ୍କୁ ଜଣାଇଥିଲେ | ଏହାସହ ସମ୍ବଲପୁର ଦେବଦତ୍ତର ବିଭାଗକୁ ଜଣାଇବା ପରେ ପଞ୍ଜିକରଣ କରାଯାଇପାରିବ ବୋଲି ଜଣାଯାଇଥିଲା | ତେବେ ଗତ ବର୍ଷ ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଚାଷୀଙ୍କ ପଞ୍ଜିକରଣ ହେଉ ନାହିଁ | ତେବେ ଚାଷୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରି ଏହାର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି |
Повторяем попытку...
Доступные форматы для скачивания:
Скачать видео
-
Информация по загрузке: