SANTI RAJA JANAMILE llଶାନ୍ତି ରାଜା ଜନମିଲେ ll HANAKDIGAL ll LYRICS BY PS BIBEKll SPECIALCHRISTMAS SONG
Автор: HANAK DIGAL OFFICIAL
Загружено: 2025-12-12
Просмотров: 11419
Описание:
Praise the Lord..@ Wish you Happy merry christmas to you all.. 🙏🙏
ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ପ୍ରେମର ନମସ୍କାର... 🙏🙏 l ପ୍ରଭୁଙ୍କର ଦୟାରୁ ବଡ଼ ଦିନ ଉପଲକ୍ଷେ ଏକ ନୂତନ Christmas Song ପ୍ରସ୍ତୁତ କରିବାରେ ପ୍ରଭୁ ସାହାଯ୍ୟ କଲେ l ଗୀତର ଶୀର୍ଷକ ""ଶାନ୍ତି ରାଜା ଜନମିଲେ"" l ଏହି ଗୀତକୁ ଗାଇଛନ୍ତି ଭାଇ ହନୋକ ଦିଗାଲ, ଗୀତକୁ ଲେଖି ଛନ୍ତି ପାଳକ ବିବେକାନନ୍ଦ ନାୟକ, ପ୍ରଯୋଜନା କରିଛନ୍ତି HD Official Family.. l
ଏହି ଗୀତ ବହୁତ ସୁନ୍ଦର ହୋଇଅଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନବ ରୂପରେ ଏହି ଜଗତକୁ ଆସିବାର ବିଷୟକୁ ଗୀତରେ ତାହାଙ୍କର ଦୟା,ପ୍ରେମ, ତ୍ୟାଗକୁ ବର୍ଣ୍ଣନା କରିଅଛୁ.. l ଆଶାକରୁ ଆପଣମାନଙ୍କୁ ମଧ୍ୟ ଭଲ ଲାଗିବ ଓ ପ୍ରଭୁଙ୍କର ମଧ୍ୟ ଗୌରବ ହେବ l
ଗୀତକୁ ଶୁଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାନ୍ତୁ.... l Like, share, subscribe କରନ୍ତୁ ଏବଂ ଆପଣଙ୍କର ବହୁମୂଲ୍ୟ ମତା ମତ ଦେବା ସହିତ ବିଶେଷ କରି ଆମ୍ଭ ନିମନ୍ତେ ପ୍ରାର୍ଥନା କରନ୍ତୁ, ଆମ୍ଭେମାନେ ଯେପରି ଆଗାମି ଦିନଗୁଡିକରେ ଅଧିକରୁ ଅଧିକ ନୂତନ ଗୀତ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିବୁ ଏବଂ ଆମ୍ଭେ ମିଳିମିଶି ପ୍ରଭୁଙ୍କର ଗୌରବ କରି ପାରିବା..... 🙏🙏🙏🙏
🙏🙏 !!....... ଧନ୍ୟବାଦ.......!!🙏🙏🙏🙏
* SONG CREDIT **
Title :- Santi Raja Janamile
Singer :- Bro Honak Digal
vocal Guide:-Ashok Digal
Lyrics :- Pastor Bibek
SpecialThanks:-Dk Dharmedra
Produced by :- HD Official
Music Arrangement :- Harida
Recording & Mixing :- Ghumura Studio (Bro. Bikash Sahu)
Camera&Edit:-Timat majhi
##christmasnewodiasong
##odiasong
##jesussong
##kuiviralsong
##bestodiachristmassong
##specialchristmassong
##hanakdigalodiachristiansong
##amitpaninewchristmassong
##jaganmohannagofficialnewsong
##odiaworshipsong
##odiakoraputiasong
##christianmusic
##christmasvideos
##hanakdigal
##hanakdigalnewkuisong
Повторяем попытку...
Доступные форматы для скачивания:
Скачать видео
-
Информация по загрузке: