MOR SARAGPURIYA | NEW CHRISTMAS SPECIAL SONG | SURYA BENYA & KIRAN KHORA
Загружено: 2025-12-08
Просмотров: 37670
Описание:
MOR SARAGPURIYA | NEW CHRISTMAS SPECIAL SONG | SURYA BENYA & KIRAN KHORA
MERRY CHRISTMAS TO ALL
ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମ ପର୍ବର JIHOVAH JIREH YOUTUBE CHANNEL ତରଫରୁ ଅଭିନନ୍ଦନ ଓ ନବ ବର୍ଷର ଅଭିନନ୍ଦନ। ବଡ଼ଦିନ ଉପଲକ୍ଷେ ଏକ ହୃଦୟ ସ୍ପର୍ଶୀ ସଙ୍ଗୀତ ଭେଟି ଦେଉଛୁ। ଆଶା କରୁ ଏହି ଗିତ ନିଶ୍ଚିତ ଭାବରେ ଭଲ ଲାଗିବ । ପ୍ରଭୁଙ୍କ ଗୈାରବ ଉଦ୍ଧେଶ୍ୟରେ ବ୍ୟବହାର କରନ୍ତୁ। ଧନ୍ୟବାଦ।
NEW CHRISTMAS SPECIAL SONG/ SURYA BENYA & KIRAN KHORA
.........SONG CREADIt............
Song- MOR SARAGPURIYA
Singer- SURYA BENYA & KIRAN KHORA
Lyrics - MANAS DOLEI & SURYA
Music Arrangement- SOUMYA RANJAN
Recording- MBS STUDIO TENTULIKHUNTI
Dance By- AMOR BHAI And Team
Camera-KANHA & NAHUM
CHOREOGRAPHY - AMIR
Video Editing & Poster-BIREN ,RICKY &RAAZ
Special Thanks-JESUS CHRIST
Any video shoot or Editing for Contact this Number 7606055942/8260438127
ମୋର ସରଗପୁରିୟା.... ମୋର ଗୁଲୁଗୁଲିୟା......
ମୋର ସୁନ୍ଦୁରା ରାଜା.... ମୋର ଲାଡଲା ରାଜା....
ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା
ଦେଖ୍ ମାନବ୍ ରୁପେ ଜନମ ନେଲା
ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା
ତାର୍ ସରଗପୁର ଛାଡ଼ି ଆସିଲା (୨)
ମାରିୟା କଲେ ଗରୁଗୁହାଲେ ଜନମ ନେଲା
ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨)
ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା
ଦେଖ୍ ମାନବ୍ ରୁପେ ଜନମ ନେଲା
ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା
ତାର୍ ସରଗପୁର ଛାଡ଼ି ଆସିଲା
ଏ ଜଗତ କମ୍ପିଗଲା ଏ ଧରାଧାମ କମ୍ପିଗଲା
ଜଗତରେ ଜ୍ୟୋତି ଆସିଲା
ପାପି ମାନବ ମାନକେ ପରିତ୍ରାଣ ଦେବାକାଯେ
ଶାନ୍ତିରାଜା ଜନମ ନେଲା (୨)
ମାରିୟା କଲେ ଗରୁଗୁହାଲେ ଜନମ ନେଲା
ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨)
ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା
ଦେଖ୍ ମାନବ୍ ରୁପେ ଜନମ ନେଲା
ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା
ତାର୍ ସରଗପୁର ଛାଡ଼ି ଆସିଲା
ଦୂଃଖ୍ ମିଶା ଉଟିଯାଇସି ଭୁକ୍ ମିଶା ଉଡ଼ିଯାଇସି
ଯୀଶୁରାଜାର୍ ନାଁ ଗାଇଲେ
ତାର୍ ମହିମା କରତେରେଲେ ତାର୍ ପୂଜା କରତେରେଲେ
ଜିବୁରେ ତୁଇ ସରଗପୁରେ ( ୨)
ମାରିୟା କଲେ ଗରୁଗୁହାଲେ ଜନମ ନେଲା
ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨)
ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା
ଦେଖ୍ ମାନବ୍ ରୁପେ ଜନମ ନେଲା
ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା
ତାର୍ ସରଗପୁର ଛାଡ଼ି ଆସିଲା (୨)
#mansingnag
#suryabenya
#christmasspecialsong
#christmassadrisong
#jihovahjireh
#birendance
#newdancevideo
#newsong
#newchristiansong
#amitpanichristiansong
#bidyutbhatra
#sushantakhosla
#simanchala
#bhusanakhosla
#pintubagh
#udaytakri
#biren
#christmasdanceodia
#sambalpuridancechristmas
I hope you are blessed by this Song*
Thank you so much for watching
If you liked & blessed by this song then share with your Friends & family
this video is copyright ©️ all reserved by Jihovah Jireh YouTube channel, please don't reuse the content.if you are interested for this song . please contact to Jihovah Jireh team.
#kiran #KIRANKHORA
#mansingnag
#suryabenya
#odiachristiansong #song #christmas #odiachristmassong
#biren #bidyutbhatrachristiansong #music #christianmusic #merrychristmas #jihovahjireh #bododino
#susantkhosla #jesussonghindi #jesussong #jemy #nayamikhosla #jhunikhosla #bhusanakhosla #koraoutiyasong #newhindiworshipsong #newodiachristiansong2024 #newkoraputia #newchristiansong
Повторяем попытку...
Доступные форматы для скачивания:
Скачать видео
-
Информация по загрузке: