ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଜଗନ୍ନାଥଙ୍କୁ ସାକ୍ଷୀ ରଖିଲି, ମୂଳରୁ ଭଲ ହେଲା ରୋଗ! Jay Jagannath TV

Автор: JAY JAGANNATH TV

Загружено: 2026-03-06

Просмотров: 884

Описание: ଜୟ ଜଗନ୍ନାଥ! 🙏

"ଭକ୍ତର ଭରସା ଜଗନ୍ନାଥ"। ପ୍ରବଳ ଥଣ୍ଡା ଓ କଫ ଯୋଗୁଁ ମୋତେ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲା, ଯେଉଁଥିପାଇଁ ମୋତେ ୩ ଦିନ ମେଡିକାଲରେ ରହିବାକୁ ପଡ଼ିଲା। ଔଷଧ ଚାଲିଥିଲା, କିନ୍ତୁ ମନରେ ଗୋଟିଏ ବିଶ୍ୱାସ ଥିଲା ଯେ ଜଗା ହିଁ ଶେଷ ଭରସା। ମୁଁ ପ୍ରଭୁଙ୍କୁ ସାକ୍ଷୀ ରଖି ଗୁହାରି କଲି— "ପ୍ରଭୁ! ତୁମେ ତ ପତିତପାବନ, ମୋତେ ଏହି କଷ୍ଟରୁ ମୁକ୍ତି ଦିଅ"। ଆଜି ମୁଁ ସୁସ୍ଥ ହୋଇ ଘରକୁ ଫେରିଛି, ତାହା କେବଳ ସେହି କାଳିଆ ସାଆନ୍ତଙ୍କ ଆଶୀର୍ବାଦ।

ଆଜିର Jay Jagannath TV ଭିଡିଓରେ ଶୁଣନ୍ତୁ ଏହି ମର୍ମସ୍ପର୍ଶୀ ସତ୍ୟ ଘଟଣା। କେମିତି ବିଶ୍ୱାସ ରଖିଲେ ପ୍ରଭୁ ସବୁ ରୋଗ ଦୂର କରନ୍ତି।

ଆଜିର ଭାବ:
📺 ଶୋ' ର ନାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
🚩 ଚ୍ୟାନେଲ: Jay Jagannath TV

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ :
🔹ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

📡 Watch “JAY JAGANNATH TV” on DTH:
==================================
Tataplay – Channel 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=====================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates and darshan :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayjagannathtvX
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଜଗନ୍ନାଥଙ୍କୁ ସାକ୍ଷୀ ରଖିଲି, ମୂଳରୁ ଭଲ ହେଲା ରୋଗ! Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମଙ୍ଗଳ ଆଳତୀ ଦର୍ଶନ (11-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (11-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ଭୟଙ୍କର ଦୁର୍ଘଟଣା ପରେ ଗୋଡ଼ରେ ଲାଗିଲା ଲୁହା ରଡ୍! କିନ୍ତୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ କାଳିଆ | Jay Jagannath TV

ଭୟଙ୍କର ଦୁର୍ଘଟଣା ପରେ ଗୋଡ଼ରେ ଲାଗିଲା ଲୁହା ରଡ୍! କିନ୍ତୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ କାଳିଆ | Jay Jagannath TV

Special Report: Ram Charan’s Simple Look At Vijay & Rashmika Reception | Celeb Wedding Highlights

Special Report: Ram Charan’s Simple Look At Vijay & Rashmika Reception | Celeb Wedding Highlights

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

LPG Crisis in Capital: Consumers Queue Overnight for Gas Cylinders

LPG Crisis in Capital: Consumers Queue Overnight for Gas Cylinders

"ଭାଇଙ୍କ କଷ୍ଟଦେଖି ପ୍ରଭୁଙ୍କୁ ଆକୁଳହୋଇ ଡାକିଲି,ସେ ପୋଛିଲେ ଲୁହ..." | ଭକ୍ତଙ୍କ ଅଲୌକିକ ଅନୁଭୂତି | JJ TV

SZALONA KOŃCÓWKA, YAMAL W OSTATNIEJ SEKUNDZIE! NEWCASTLE - FC BARCELONA, SKRÓT MECZU

SZALONA KOŃCÓWKA, YAMAL W OSTATNIEJ SEKUNDZIE! NEWCASTLE - FC BARCELONA, SKRÓT MECZU

ମହାବାତ୍ୟାରେ ସବୁ ଉଡ଼ିଗଲା, ହେଲେ ମୋ ଚାଳଘର କେମିତି ରହିଲା? ଜଗାଙ୍କ ଅଲୌକିକ ରକ୍ଷା 🙏Jay Jagannath TV

ମହାବାତ୍ୟାରେ ସବୁ ଉଡ଼ିଗଲା, ହେଲେ ମୋ ଚାଳଘର କେମିତି ରହିଲା? ଜଗାଙ୍କ ଅଲୌକିକ ରକ୍ଷା 🙏Jay Jagannath TV

ଚାଲୁଥିବା ଟ୍ରକର ଚକା ଫାଟିଗଲା, ପଛରେ ମାଡ଼ି ଆସୁଥିଲା ଟ୍ରଲର! ମୃତ୍ୟୁ ମୁଖରୁ କିପରି ବଞ୍ଚାଇଲେ କାଳିଆ ? JJ TV

ଚାଲୁଥିବା ଟ୍ରକର ଚକା ଫାଟିଗଲା, ପଛରେ ମାଡ଼ି ଆସୁଥିଲା ଟ୍ରଲର! ମୃତ୍ୟୁ ମୁଖରୁ କିପରି ବଞ୍ଚାଇଲେ କାଳିଆ ? JJ TV

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

🔴 Live | ଟିମ୍ ଇଣ୍ଡିଆକୁ ମିଳିବ ୧୦୧ କୋଟି

🔴 Live | ଟିମ୍ ଇଣ୍ଡିଆକୁ ମିଳିବ ୧୦୧ କୋଟି

ଚାକିରୀ ପାଇଁ ବହୁତ ସଂଘର୍ଷ କରିଥିଲି, କିନ୍ତୁ କାଳିଆ କୃପାରୁ ମିଳିଲା ୪-୪ଟି ଚାକିରୀ! | Jay Jagannath TV

ଚାକିରୀ ପାଇଁ ବହୁତ ସଂଘର୍ଷ କରିଥିଲି, କିନ୍ତୁ କାଳିଆ କୃପାରୁ ମିଳିଲା ୪-୪ଟି ଚାକିରୀ! | Jay Jagannath TV

ଆସିଗଲା ଲିଷ୍ଟ ଦେଖନ୍ତୁ,କେଉଁ ମହିଳାଙ୍କୁ ମିଳିନି ସୁଭଦ୍ରା ଟଙ୍କା...ସୁଭଦ୍ରାରୁ କେତେ ଜଣ ପଡିଲେ ବାଦ୍‌..Subhadra

ଆସିଗଲା ଲିଷ୍ଟ ଦେଖନ୍ତୁ,କେଉଁ ମହିଳାଙ୍କୁ ମିଳିନି ସୁଭଦ୍ରା ଟଙ୍କା...ସୁଭଦ୍ରାରୁ କେତେ ଜଣ ପଡିଲେ ବାଦ୍‌..Subhadra

🌺ЦВЕТОЧНАЯ ДОРОЖКА БУКЕТЫ ИЗ ПОЛОС Мастер класс Гелла Чара

🌺ЦВЕТОЧНАЯ ДОРОЖКА БУКЕТЫ ИЗ ПОЛОС Мастер класс Гелла Чара

🔴Live | ଯୁଦ୍ଧ ପାଇଁ ଭାରତରେ ବଡ ପ୍ରଭାବ | LPG Crisis | Fuel Crisis | Donald Trump | Odia News | OTV Live

🔴Live | ଯୁଦ୍ଧ ପାଇଁ ଭାରତରେ ବଡ ପ୍ରଭାବ | LPG Crisis | Fuel Crisis | Donald Trump | Odia News | OTV Live

ମଣିଷ କେତେବେଳେ ଭଗବାନଙ୍କୁ ଖୋଜେ??? ଶୁଣନ୍ତୁ ପୂଜ୍ୟ ସତ୍ୟ ପ୍ରଜ୍ଞାନନ୍ଦ ବାବାଙ୍କ ମୁଖରୁ...//bhaktidhaaraa

ମଣିଷ କେତେବେଳେ ଭଗବାନଙ୍କୁ ଖୋଜେ??? ଶୁଣନ୍ତୁ ପୂଜ୍ୟ ସତ୍ୟ ପ୍ରଜ୍ଞାନନ୍ଦ ବାବାଙ୍କ ମୁଖରୁ...//bhaktidhaaraa

Ajira Rasi Phala - 09 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Ajira Rasi Phala - 09 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Ajira Rasi Phala - 08 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Ajira Rasi Phala - 08 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

ବିଦ୍ୟାଦାତା ଜଗନ୍ନାଥ! ଜାଣନ୍ତୁ କିପରି ଭକ୍ତର ଆକୁଳ ଡାକ ଶୁଣି ଝିଅକୁ NEETରେ ସଫଳ କଲେ ଚକାଆଖି ? Jay Jagannath TV

ବିଦ୍ୟାଦାତା ଜଗନ୍ନାଥ! ଜାଣନ୍ତୁ କିପରି ଭକ୍ତର ଆକୁଳ ଡାକ ଶୁଣି ଝିଅକୁ NEETରେ ସଫଳ କଲେ ଚକାଆଖି ? Jay Jagannath TV

13 Минут Для Активации Тела | Утренняя Зарядка На Все Тело

13 Минут Для Активации Тела | Утренняя Зарядка На Все Тело

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]