ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମହାବାତ୍ୟାରେ ସବୁ ଉଡ଼ିଗଲା, ହେଲେ ମୋ ଚାଳଘର କେମିତି ରହିଲା? ଜଗାଙ୍କ ଅଲୌକିକ ରକ୍ଷା 🙏Jay Jagannath TV

Автор: JAY JAGANNATH TV

Загружено: 2026-03-10

Просмотров: 161

Описание: "ଭକ୍ତର ଭରସା ଜଗନ୍ନାଥ"। ମହାବାତ୍ୟା ସମୟରେ ମୁଁ ଘରୁ ବହୁତ ଦୂରରେ ବାହାରେ ଫସି ରହିଥିଲି। ମନରେ କେବଳ ଗୋଟିଏ ଚିନ୍ତା— ମୋର ତ ଚାଳଘର, ବାତ୍ୟାରେ ସବୁ ଉଡ଼ିଯାଇଥିବ। ମୁଁ ପ୍ରଭୁଙ୍କୁ କାନ୍ଦି କାନ୍ଦି କହିଥିଲି, "ପ୍ରଭୁ! ମୁଁ ତ ପାଖରେ ନାହିଁ, ତୁମେ ହିଁ ମୋ କୁଡ଼ିଆଟାକୁ ରକ୍ଷା କର।" ଯେତେବେଳେ ଗାଁକୁ ଫେରି ଦେଖିଲି, ମୋ ଆଖି ବିଶ୍ୱାସ କଲାନି। ଚାରିଆଡ଼େ ଧ୍ୱଂସଲୀଳା, ହେଲେ ମୋ ଚାଳଘରର ପଲଟିଏ ବି ଉଡ଼ିନି।

ଆଜିର Jay Jagannath TV ଭିଡିଓରେ ଶୁଣନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଅନୁଭୂତି। ଜଗା ଯାହାର ସାହା, ତାକୁ ପବନ କି ପାଣି କେହି ବି ଛୁଇଁ ପାରିବେ ନାହିଁ।

ଆଜିର ଭାବ:
ଶୋ' ର ନାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
ଚ୍ୟାନେଲ: Jay Jagannath TV

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ :
🔹ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

📡 Watch “JAY JAGANNATH TV” on DTH:
==================================
Tataplay – Channel 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=====================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates and darshan :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayjagannathtvX
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମହାବାତ୍ୟାରେ ସବୁ ଉଡ଼ିଗଲା, ହେଲେ ମୋ ଚାଳଘର କେମିତି ରହିଲା? ଜଗାଙ୍କ ଅଲୌକିକ ରକ୍ଷା 🙏Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

"ଭାବିଥିଲି କ୍ୟାନ୍ସର ହୋଇଛି,କାନ୍ଦିକାନ୍ଦି ପ୍ରଭୁଙ୍କୁ ଡାକିଲି,ସେ ପୋଛିଲେ ଲୁହ..." | Jay Jagannath TV

NAJLEPSZA GODZINA, WYGRYWA 💥🙈🕰️

NAJLEPSZA GODZINA, WYGRYWA 💥🙈🕰️

୭ବର୍ଷ ଯାଏଁହେଲାନି ପିଲାଛୁଆ,ମାନସିକ କରି ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

୭ବର୍ଷ ଯାଏଁହେଲାନି ପିଲାଛୁଆ,ମାନସିକ କରି ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

SZALONA KOŃCÓWKA, YAMAL W OSTATNIEJ SEKUNDZIE! NEWCASTLE - FC BARCELONA, SKRÓT MECZU

SZALONA KOŃCÓWKA, YAMAL W OSTATNIEJ SEKUNDZIE! NEWCASTLE - FC BARCELONA, SKRÓT MECZU

Shree Jagannath Sandhya Aarti darshan 🙏|| ସଂଧ୍ୟା ଆଳତୀ ଦର୍ଶନ 11_03_2026⭕‼️⭕🙌🤲🙇🚩🙏🙏🙏🚩🚩

Shree Jagannath Sandhya Aarti darshan 🙏|| ସଂଧ୍ୟା ଆଳତୀ ଦର୍ଶନ 11_03_2026⭕‼️⭕🙌🤲🙇🚩🙏🙏🙏🚩🚩

ଭୀଷଣ ଜରରୁ ପୁଅକୁ ମିଳିଲା ମୁକ୍ତି! ଡାକ୍ତର ମନା କରିଥିଲେ ବି ଜଗା ଗୋଟିଏ ଦିନରେ ଭଲ କଲେ 🙏 Jay Jagannath TV

ଭୀଷଣ ଜରରୁ ପୁଅକୁ ମିଳିଲା ମୁକ୍ତି! ଡାକ୍ତର ମନା କରିଥିଲେ ବି ଜଗା ଗୋଟିଏ ଦିନରେ ଭଲ କଲେ 🙏 Jay Jagannath TV

Drony nad Dubajem, statki w płomieniach. Konflikt eskaluje

Drony nad Dubajem, statki w płomieniach. Konflikt eskaluje

Tak mieszka Polka w Seulu - mikromieszkanie w stolicy Korei Południowej

Tak mieszka Polka w Seulu - mikromieszkanie w stolicy Korei Południowej

Express Republiki 11.03.2026 | TV Republika

Express Republiki 11.03.2026 | TV Republika

ଅସମ୍ଭବକୁ ସମ୍ଭବକଲେ ଜଗନ୍ନାଥ! ଜାଣନ୍ତୁ କିପରି ଭୟଙ୍କର ଅସୁସ୍ଥତାରୁ ସ୍ୱାମୀଙ୍କୁ ମିଳିଲାମୁକ୍ତି? Jay Jagannath TV

ଅସମ୍ଭବକୁ ସମ୍ଭବକଲେ ଜଗନ୍ନାଥ! ଜାଣନ୍ତୁ କିପରି ଭୟଙ୍କର ଅସୁସ୍ଥତାରୁ ସ୍ୱାମୀଙ୍କୁ ମିଳିଲାମୁକ୍ତି? Jay Jagannath TV

FESTIWAL BRAMEK, PARADA POMYŁEK! KOSZMAR BRAMKARZA SPURS! ATLETICO – TOTTENHAM, SKRÓT MECZU

FESTIWAL BRAMEK, PARADA POMYŁEK! KOSZMAR BRAMKARZA SPURS! ATLETICO – TOTTENHAM, SKRÓT MECZU

Największa baza Shahedów w Rosji ZNISZCZONA! 800 Shahedów WYSADZONYCH w ataku amerykańskich ATACMS

Największa baza Shahedów w Rosji ZNISZCZONA! 800 Shahedów WYSADZONYCH w ataku amerykańskich ATACMS

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

ସନ୍ଧ୍ୟା ଆଳତୀ ଦର୍ଶନ (11-Mar) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (11-Mar) | Sandhya Alati LIVE Darshan - Jagannath Temple | Jay Jagannath TV

KUPIŁEM DOM W JAPONII !

KUPIŁEM DOM W JAPONII !

ଶ୍ରୀମନ୍ଦିର ଭିତରେ ବାହାରର ଶବ୍ଦ ନଶୁଭିବାର ପ୍ରକୃତ କାରଣ,ବିଜ୍ଞାନ ନା ଚମତ୍କାର? Jay Jagannath TV

ଶ୍ରୀମନ୍ଦିର ଭିତରେ ବାହାରର ଶବ୍ଦ ନଶୁଭିବାର ପ୍ରକୃତ କାରଣ,ବିଜ୍ଞାନ ନା ଚମତ୍କାର? Jay Jagannath TV

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

BURZA W SEJMIE NA POCZĄTKU POSIEDZENIA!

BURZA W SEJMIE NA POCZĄTKU POSIEDZENIA!

ସ୍ୱାମୀ ଚାଲିଗଲେ, ସବୁ ନିଜ ଲୋକ ଶତ୍ରୁ ହେଲେ! କିନ୍ତୁ କୁନି ପିଲାଙ୍କୁ ରକ୍ଷା କଲେ ଜଗା 🙏

ସ୍ୱାମୀ ଚାଲିଗଲେ, ସବୁ ନିଜ ଲୋକ ଶତ୍ରୁ ହେଲେ! କିନ୍ତୁ କୁନି ପିଲାଙ୍କୁ ରକ୍ଷା କଲେ ଜଗା 🙏

ମଣିଷ କେତେବେଳେ ଭଗବାନଙ୍କୁ ଖୋଜେ??? ଶୁଣନ୍ତୁ ପୂଜ୍ୟ ସତ୍ୟ ପ୍ରଜ୍ଞାନନ୍ଦ ବାବାଙ୍କ ମୁଖରୁ...//bhaktidhaaraa

ମଣିଷ କେତେବେଳେ ଭଗବାନଙ୍କୁ ଖୋଜେ??? ଶୁଣନ୍ତୁ ପୂଜ୍ୟ ସତ୍ୟ ପ୍ରଜ୍ଞାନନ୍ଦ ବାବାଙ୍କ ମୁଖରୁ...//bhaktidhaaraa

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]