ମୋ ଯୀଶୁ ରାଜା || MO JISU RAJA || Singer. Susanta khosla & Nayami ||New Christian song |Prem Ballibado
Автор: Prem Ballibado
Загружено: 2026-02-09
Просмотров: 15402
Описание:
ମୋ ଯୀଶୁ ରାଜା || MO JISU RAJA || Singer. Susanta khosla & Nayami || New Christian song || Prem Ballibado
ମୋ ଯୀଶୁ ରାଜା
MO JISU RAJA
Official full video
Prem Ballibado
New Odia christian song
New Odia song
New Odia christian song 2026
__SONG __
TITLE - ମୋ ଯୀଶୁ ରାଜା || MO JISU RAJA
Singer _ SUSANTA KHOSLA & NAYAMI
Lyrics & Music - SUSANTA KHOSLA
Cinematography - PREM & EBENEZER
DEOP AND EDIT - SUNDAYA SABAR
PRODUCER - PREM BALLIBADO
Dance - BAPI. AMBRITA. SANGEETA. AGRIPA. SRIYA.Manasmita. Slipa
SPECIAL THANKS -PASTOR REV. LIVINGSTON GAMANGO & D. JANATHAN & H.JAGENDRA
------------SONG------------
ମୋ ଯୀଶୁ ରାଜା ଗୈରବରେ ଭରା
ମହିମା ତାଙ୍କର ଚରଣ ଛୁଏଁ (୨)
ପଶୁ ପକ୍ଷୀ ବୃକ୍ଷ ଲତା ସବୁ ଗାଆନ୍ତି ନାମ ତାଙ୍କର (୨)
(ସବୁ ଗାନ୍ତି ନାମ ତାଙ୍କର)..୨
ମୋ ଯୀଶୁ ରାଜା ଗୈରବରେ ଭରା
ମହିମା ତାଙ୍କର ଚରଣ ଛୁଏଁ
ମୋ ଯୀଶୁ ରାଜା ଦୟାବାନ
ମୋ ଯୀଶୁ ରାଜା କ୍ଷମା ବାନ
ତାଙ୍କ କରୁଣାରେ ବାନ୍ଧିକି ରଖିଲେ
ପୁତ୍ର ପରିଚୟ ମୋତେ ସେ ଦେଲେ
( ସୂରୁଜ ଚନ୍ଦର ତାଙ୍କ ଗୁଣ ଗାଆନ୍ତି ଯୀଶୁ ନାମର )..୨
ଏ ଜଗତ ଧରା ସବୁ ତାଙ୍କର
ଏ ଦୁନିଆ ସାରା ସବୁ ତାଙ୍କର
ମୋ ଯୀଶୁ ରାଜା ଗଉରବରେ ଭରା
ମହିମା ତାଙ୍କର ଚରଣ ଛୁଏଁ
ଦୁର୍ବଳ ଆତ୍ମାକୁ ସବଳ କରନ୍ତି
ଧନ୍ୟ ସେ ନାମରେ ରୋଗୀ ସୁସ୍ଥ ହୁଅନ୍ତି
ନିକଟରେ ଥିଲେ ଶୟତାନ ବଳ
ଭାଙ୍ଗି ଦିଅନ୍ତି ଶକତି ତାର
( ଆପଦ ବିପଦ ତାଙ୍କୁ ଡରି ରୁହନ୍ତି ଡରି ରୁହନ୍ତି )୨
ଶୟତାନ ବଳ ଭାଙ୍ଗି ଯାଇଛି
ମୋ ଯୀଶୁ ରାଜାଙ୍କ ବିଜୟ ହେଇଛି
ମୋ ଯୀଶୁ ରାଜା ଗୈାରବେ ଭରା
ମହିମା ତାଙ୍କର ଚରଣ ଛୁଏଁ
LIKE COMMENT SHARE
ANTI PIRACY WARNING
This content is Copyright to Prem Ballibado Official Youtube Channel. Any Un-authorized Reproduction, Re-distribution or Re-upload of this video is strictly prohibited. Legal action Shall be taken against those who violate the Copyright of this following material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: