ଯୀଶୁ ତୁମ ନାମ ଗାଇବାକୁ JISU TUMA NAMA GAIBAKU ll MUNNI RANI DIGAL ASHOK DIGAL NEW ODIA CHRISTIAN SONG
Загружено: 2025-11-01
Просмотров: 89043
Описание:
------ LYRICS --------
ଯୀଶୁ ତୁମ ନାମ ଗାଇବାକୁ ଭାରି ଭଲ ଲାଗେ
ଯୀଶୁ ତୁମ ନାମ ଭଜି ବାକୁ ଭାରି ଭଲ ଲାଗେ
ସକାଳେ ସଞ୍ଜରେ ତୁମ କଥା ଭାବେ
ବିପଦ ଆପଦେ ତୁମ କଥା ସ୍ମରେ
ସଦା ରୁହ ମୋ ସାଥେ
ମୋ ପ୍ରିୟ ପ୍ରଭୁ ସଦା ରୁହ ମୋ ସାଥେ ....
1+
ତୁମେ ମୋର ଜୀବନ ର
ଅଟ ନାବିକ ପ୍ରଭୁ
ତୁମ ଠାରେ ଦେଉଅଛି
ମୋର ଏ ଜୀବନ ସବୁ-2
ତୁମ ପାଶେ ରହିବି ନିତ୍ୟେ
ତୁମ ସେବା କରିବି ମୁ ଯେ-2/...
2+
ଯୀଶୁ ଛଡ଼ା ନାହିଁ କେହି
ମୋ ଜୀବନର ସାଥି
ମାଗିବାର ଆଗରୁ ସେ
ଦିଅନ୍ତି ସବୁ ସେ ଯାଚି
ନିଅ ପ୍ରଭୁ ତୁମରି ପଥେ
ଆସୁ ଝଡ଼ ଜୀବନେ ଯେତେ
ଯୀଶୁ ତୁମ ନାମ ଗାଇବାକୁ ଭାରି ଭଲ ଲାଗେ
ଯୀଶୁ ତୁମ ନାମ ଗାଇବାକୁ JISU TUMA NAMA GAIBAKU ll MUNNI RANI DIGAL ASHOK DIGAL NEW ODIA CHRISTIAN SONG
🎥VIDEO CREDIT
*ING - BLESSY , BEAUTY , SUNEMIYA , MISHA , LISHA
PRODUCER - BASANTI & ETTI
CO PRODUCER - MANOJ KUMAR MAJHI
DIRECTOR - ASHOK DIGAL
CHOREOGRAPHER - BLESSY & CHINTU
CAMERA & EDIT - JITHON DIGAL
🎙️🎤🎧 AUDIO CREDIT
SINGER- MUNNI RANI DIGAL
LYRICS MUSIC - ASHOK DIGAL
PRODUCER - BASANTI & ETTI
CO PRODUCER - MANOJ KUMAR MAJHI
ODIA CHRISTIAN SONG
CHRISTIAN ODIA SON
CHRIATIAN devotional SONG
Повторяем попытку...
Доступные форматы для скачивания:
Скачать видео
-
Информация по загрузке: