ମ୍ୟାନେଜରଙ୍କୁ ରକ୍ତାକ୍ତ କଲେ, ହୋଟେଲ ଗୁଣ୍ଡ କରିଦେଲେ | Hotel Manager Attack & Abduction Case | Bhubaneswar
Автор: Odisha Reporter
Загружено: 2026-02-06
Просмотров: 21345
Описание:
ମ୍ୟାନେଜରଙ୍କୁ ରକ୍ତାକ୍ତ କଲେ, ହୋଟେଲ ଗୁଣ୍ଡ କରିଦେଲେ | Hotel Manager Attack & Abduction Case | Bhubaneswar | Odisha Reporter
ରାଜଧାନୀରେ ହୋଟେଲ ମ୍ୟାନେଜରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ । ଖଣ୍ଡଗିରିର ଥାନା ଗଣ୍ଡମୁଣ୍ଡାରେ ଥିବା ହୋଟେଲ ଶିବାନ୍ସ ପାଲେସରେ ହୋଟେଲରେ ରୁମ୍ ମାଗି ଥିଲେ ଦୁର୍ବୃତ୍ତ । ରୁମ୍ ଫାଙ୍କା ନଥିବା ମ୍ୟାନେଜର କହିବାରୁ ହୋଟେଲରେ ଭଙ୍ଗା ରୁଜା କରିବା ସହ , ମ୍ୟାନେଜର ସ୍କର୍ପିଓରେ ହୋଟେଲ ମ୍ୟାନେଜରକୁ ଅପହରଣ କରି ନିର୍ଦ୍ଧୁମ ପିଟିଥିଲେ ଦୁର୍ବୃତ୍ତ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #hotelmanager #attack #Bhubaneswar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: