ପୁଅ ଟପ୍ ମାଓନେତା ମା’ର ପଦେ ଡାକରେ ଧାଇଁ ଆସିଲା | Odisha Reporter
Автор: Odisha Reporter
Загружено: 2026-02-06
Просмотров: 3641
Описание:
#ପୁଅ_ଟପ_ମାଓନେତା_ମାର_ପଦେ_ଡାକରେ_ଧାଇଁ_ଆସିଲା
ପୁଅ ଓଡ଼ିଶାର ଟପ୍ ମାଓନେତା ଆଉ ମୁଣ୍ଡ ଉପରେ ଥିଲା 65 ଲକ୍ଷ ଟଙ୍କା। ଦୀର୍ଘ 18 ବର୍ଷ ହେଲାଣି, ଯିଏ ବାପା-ମାଆଙ୍କ ମୁହଁ ଭୁଲି ଯାଇଥିଲା, ସେ ଆଜି ମାଆର ପଦେ ଡାକରେ ବନ୍ଧୁକ ଛାଡ଼ି ଜଙ୍ଗଲରୁ ଧାଇଁ ଆସିଛି। ସେଦିନ ମାଆ ହାତ ଯୋଡ଼ି ସରକାରଙ୍କୁ ଗୁହାରି କରି କହିଥିଲେ, ମୋ ପୁଅକୁ ମାରିବେନି, ମୋ କୋଳକୁ ଫେରାଇ ଦେବେ । ବିଚରା ବୁଢ଼ା ବାପାଟି ବି ସମାନ କଥା କହିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #maoist #sureender #topmaoist #cadre_maoist #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: