Jharsuguda Bye-Election: ବିଜେପି ଛାଡ଼ିକରି ବିଜେଡିନେ ମିଶଲେ ଝାରସୁଗୁଡ଼ାର୍ ନାରୀଶକ୍ତି...
Автор: Paharaa
Загружено: 2023-04-10
Просмотров: 19911
Описание:
ଆଏବା ମେ 10 ତାରିଖ୍ ଦିନ ଝାରସୁଗୁଡ଼ାନେ ହେବା ଉପନିର୍ବାଚନ୍। ଇଥିର୍ ଲାଗି ସବୁ ଦଲ ତାଙ୍କର୍ ପ୍ରାର୍ଥୀ ଚୟନ୍ କରଲେ ନ। ଆଘୋର୍ ବିଧାୟକ ନବ ଦାସଙ୍କର୍ ଝି ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବାର୍ ବଏଲକେ। ତରୁଣ ପାଣ୍ଡେଙ୍କୁ କଂଗ୍ରେସ୍ ପ୍ରାର୍ଥୀ କରଛେ। ଏନ୍ତା ସମିଆନେ ଲୁକର୍ ଭିତରେ ଦଲ୍ ଡେଗା ଭିଲ୍ ଦେଖବାର୍ ଲାଗି ମିଲିଛେ। ଝାରସୁଗୁଡ଼ାର୍ 1 ନମ୍ବର୍ ଆର୍ 21 ନମ୍ବର୍ ୱାର୍ଡ୍ ର 13 ଝନ ମାଁ ବିଜେପି ଛାଡ଼ିକରି ବିଜେଡିନେ ମିଶିଛନ୍। ଇ ବାବଦେ କାଣା ରହିଛେ ପୁରା ଖବର୍ ଆର୍ କାଣା କହୁଛନ୍ ମାଁମାନେ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- / paharaa24x7
YouTube- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- https://www.paharaa.com/
Thanks & Regards
www.Paharaa.com
#Jharsuguda #DipaliDas #Odisha #ByeElection #OdishaNews #Elections #JharsugudaConstituency #SambalpuriNews #ElectionNews #NabaDas #Vishaldas #naveenpatnaik #Jharsuguda #Odisha
#Odisha #Paharaa
Повторяем попытку...
Доступные форматы для скачивания:
Скачать видео
-
Информация по загрузке: