Deepali Das on Bye-Election: ଉପନିର୍ବାଚନ୍ ଲାଗି କାଣା ରଣନୀତି କରିଛନ୍ ବିଜେଡି ପ୍ରାର୍ଥୀ ଦୀପାଳି ଦାସ?
Автор: Paharaa
Загружено: 2023-04-10
Просмотров: 18018
Описание:
ଜାନୁଆରୀ 29 ତାରିଖ୍ ଦିନ ଝାରସୁଗୁଡ଼ା ପୂର୍ବତନ ବିଧାୟକ ନବ କିଶୋର ଦାସଙ୍କର୍ ଦେହାନ୍ତ୍ ହେଇଥିଲା। ହେଥିର୍ ଲାଗି ହେତେ ଦିନୁ ଇ ନିର୍ବାଚନ୍ ମଣ୍ଡଳୀ ଖାଲି ଥିଲା। ଆଏବା ମେ 10 ତାରିଖ୍ ଦିନ ଇ ନିର୍ବାଚନ ମଣ୍ଡଳୀର୍ ଉପନିର୍ବାଚନ୍ ହେବାର୍ ଲାଗି ଯାଉଛେ। ଇନେ ବିଜେଡି ଆଡ଼ୁ ଲଢବେ ନବ ଦାସଙ୍କର୍ ଝି ଦୀପାଳି ଦାସ। ନିର୍ବାଚନ୍ ଲଢ଼ବାର୍ ଲାଗି କାଣା କାଣା ରଣନୀତି କରିଛନ୍ ଦୀପାଳି ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- / paharaa24x7
YouTube- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- https://www.paharaa.com/
Thanks & Regards
www.Paharaa.com
#Jharsuguda #DipaliDas #Odisha #ByeElection #OdishaNews #Elections #JharsugudaConstituency #SambalpuriNews #ElectionNews #NabaDas #Vishaldas #naveenpatnaik #Jharsuguda #Odisha
#Odisha #Paharaa
Повторяем попытку...
Доступные форматы для скачивания:
Скачать видео
-
Информация по загрузке: