Special Story| ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରାପଡ଼ିବାରୁ ରଡ଼ି ଛାଡ଼ିଲେ | Odisha Reporter
Автор: Odisha Reporter
Загружено: 2026-01-31
Просмотров: 38490
Описание:
#ଲାଞ୍ଚ_ନେଉଥିଲେ
#ଧରାପଡ଼ିବାରୁ_ରଡ଼ି_ଛାଡ଼ିଲେ_ପୋଲିସ_ବାବୁ
ବେଙ୍ଗାଲୁରୁରେ ଲୋକାୟୁକ୍ତ ଅଧିକାରୀଙ୍କ ଆକ୍ସନ । ଲାଞ୍ଚ ବେଳେ ପୋଲିସ ବାବୁଙ୍କୁ ଧରିଲେ । ଇଏ ହେଉଛନ୍ତି ଇନିସପେକ୍ଟର ଗୋବିନ୍ଦରାଜୁ । 4 ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଛି ଲୋକାୟୁକ୍ତ ଟିମ୍ । ଚିଟଫଣ୍ଡ ଦୁର୍ନୀତି ମାମଲାରେ ମିଛରେ ଫସାଇବାର ଧମକ ଦେଇ ଟଙ୍କା ମାଗିଥିଲେ ପୋଲିସ ବାବୁ । ଅଭିଯୋଗକ୍ରମେ ଟଙ୍କା ନେଇ ଯିବା ବେଳେ ଧରିଥିଲା ଲୋକାୟୁକ୍ତ ଟିମ୍ । ଧରାପଡ଼ିବା ପରେ ଖାଲି ରଡ଼ି ଛାଡ଼ିଥିଲେ ପୋଲିସ ବାବୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #inspector #govindraju #bribe #viralvideo #agraharapolicestation #karnataka #briberyexposed #lokayukta #bengalurupolice #corruption
Повторяем попытку...
Доступные форматы для скачивания:
Скачать видео
-
Информация по загрузке: