JISUNKO RAKTE KINA TO JIBANA | ଯୀଶୁଙ୍କ ରକ୍ତେ କିଣା ତୋ ଜୀବନ | DHIRAJ PAIK | NEW ODIA CHRISTIAN SONG
Автор: Jessyprachristianmusic
Загружено: 2026-03-01
Просмотров: 10024
Описание:
JISUNKO RAKTE KINA TO JIBANA| ଯୀଶୁଙ୍କ ରକ୍ତେ କିଣା ତୋ ଜୀବନ | DHIRAJ PAIK | NEW ODIA
CHRISTIAN SONG | PRAHELIKA BARDHAN
SONG CREDITS
SONG : JISUNKA RAKTE KINA TOH JIBANA
SINGER : DHIRAJ PAIK
LYRICS & COMPOSE : RANKA RATNA MALI
MUSIC : BAPI SAMAL
PRODUCER : PRAHELIKA BARDHAN
RECORD AND MIXING: PRATIVA STUDIO CUTTUCK
SPECIAL THANKS : SUTHARAJPUR CHURCH, KHALOGUMUDA CHURCH, SWETA
JESSYPRACHRISTIANMUSIC Presents A New Odia Christian Devotional Song.Which Is Beautifully Sung By Brother Dhiraj Paik.Lyrics And Music Composed By Pst. Ranka Ratna Mali .Music Arranged By Bapi Samal.Pls Do Like Share And Subscribe.
Praise The Lord.Jessyprachristianmusic ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର | jessyprachristianmusic ପ୍ରଭୁ ଯୀଶୁଙ୍କ ମହିମା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସମାଜକୁ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଭେଟି ଦେବ . ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ନିମନ୍ତେ ଏବଂ ପ୍ରତ୍ୟେକଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଇଛୁ "ଯୀଶୁଙ୍କ ରକ୍ତେ କିଣା ତୋ ଜୀବନ" ଖ୍ରୀଷ୍ଟୀୟ ଭକ୍ତି ଗୀତ।
LYRICS :-
ଯୀଶୁଙ୍କ ରକ୍ତେ କିଣା ହୋଇଛି ତୋର ଜୀବନ... (2)
ଜଗତକୁ ଛାଡି ତୁହି
ଫେରିଆରେ ଧନ (2)
କେତେ ଦିନ ତୁ ରଙ୍ଗ ରସରେ
ଦେବୁ ତୋ ମନ.. (2)
ଆଉ ବିଳମ୍ବ ନ କରି
ନେ ଯୀଶୁ ଶରଣ.. (2)
ଫେରିଆ... ଫେରିଆ ଧନ...
ଅବିଳମ୍ବେ ଯୀଶୁ ଚରଣ.. (2)
ଯୀଶୁଙ୍କ ରକ୍ତେ କିଣା ହୋଇଛି
ତୋର ଜୀବନ....
= 1 =
ସକଳ ଦିନ ତୋ ପାଇଁ କରନ୍ତି ଚିନ୍ତା
କୁଆଡେ ରହିଛୁ ଧନ ମୋର
ଦେଇ ତୋ ପତା..
ତୋ ଫେରିବାର ଦିନ ରାତି
ଚାହୁଁଚି ପଥ
ଡାକୁଛି ଆତୁରେ ଶୁଣିବାକୁ ତୋ ମନ କଥା... (2)
ତୋ ହୃଦୟ ମନ୍ଦିର..
ବାସସ୍ଥାନ ତାଙ୍କର... (2)
ରହିବାକୁ ଚାହିଁଛନ୍ତି ସେ ଯୀଶୁ ଧନ..
ଆଉ ବିଳମ୍ବ ନ କରି
ଫେରିଆ ରେ ଧନ... (2)
= 2 =
ଶୁଭ ସମୟ ମନ ଦେଇ ହୁଅ ଚଞ୍ଚଳ
ଆସିଛି ସୁଯୋଗ ଏତ
ପରିତ୍ରାଣର ବେଳ
ବେଳ ଗଡ଼ିଲେ ଚାଲିଯିବ
ସମୟ କାଳ..
ପାଇବୁନି ଆଉ ଜୀବନରେ
ଖ୍ରୀଷ୍ଟିୟ ମେଳ ( 2 )
ଏ ଅପୂର୍ବ ଡାକରା ଶୁଭେ
ତୋ ପାଇଁ ପରା (2)
ବେଗେ ଆସି ସମର୍ପଣ
କରେ ତୋ ମନ....
-----0----
ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: