MANISA JIBANA//ମଣିଷ ଜୀବନ// New Christian Song BY SAMUEL NAYAK, STUDIO VERSION ,FULL HD VIDEO SONG
Автор: SKB Music Present
Загружено: 2022-10-15
Просмотров: 161570
Описание:
Manisa jibana//ମଣିଷ ଜୀବନ// New Christian song by SAMUEL NAYAK
ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ SKB Music ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord. ଗାୟକ Samuel nayak ଗୀତ ରଚନା ଏବଂ ସୌର ସଂଯୋଜନା- ଭରତ୍ ନାୟକ (କୁରେନ୍) ଗୀତ ନିର୍ଦ୍ଦେଶକ- ଜେ କୁମାର ନାୟକ YouTube channel -SKB MUSIC PRESENTS
SONG CREDITS :
Singer : Samuel Nayak
Lyrics & music: Bharat Nayak (Kuren)
Producer : J. Kumar Nayak
sponsor : Samson Nayak
music arrangement: Subham samal( bapi)
Record : Prativa studio (cuttack)
Recording by : pradeep bhai
Mastering By : Sundaram
Production : SKB Music
WhatsApp :
Contact : 9567340587, 7077560590
//Full Song Lyrics//
ମଣିଷ ଜୀବନ ଘାସ ଫୁଲ ସମ
ମଣିଷ ଜୀବନ କୁହୁଡି ସମାନ (୨ ଥର)
ଏ ମଣିଷ ଜୀବନ ବହୁମୂଲ୍ଯ ଜାଣ (୨ ଥର)
ସଦାପ୍ରଭୂଙ୍କ ମହାନ ଦାନ ....
ମଣିଷ ଜୀବନ ଘାସ ଫୁଲ ସମ
ମଣିଷ ଜୀବନ କୁହୁଡି ସମାନ (୨ ଥର)....
୧. ଧରିଅଛ ବଲି ପ୍ରଭୁ ରହିଛି ଏ ପରାଣ
ତଥାପି ଏ ମଣିଷ ଭାରି ସ୍ବାଭିମାନ
ସତୁରୀ କି ଅସି ଏ ମଣିଷ ଜୀବନ
ତହିଁରେ କରେ ସେ ଗର୍ବ, ଅଭିମାନ ହ...( ୨ ଥର )
ଏ ମଣିଷ ଜୀବନ ଅଟେ କ୍ଷୀଣ (୨ ଥର )
ସଦାସର୍ବଦା ଗାଅ ଯୀଶୁ ନାମ ........
ମଣିଷ ଜୀବନ ଘାସ ଫୁଲ ସମ
ମଣିଷ ଜୀବନ କୁହୁଡି ସମାନ (୨ ଥର).....
୨. ଜୀବନକୁ ତାଙ୍କଠାରେ କଲେ ସମପର୍ଣ
ଶରୀର ମନ, ପ୍ରାଣ ହେବ ଭାଇ ନୂତନ
ଧନ୍ୟ ହେବ ଭାଇ କଲେ ନିଜକୁ ଦିନହୀନ
ଲଭିବ ଏ ମଣିଷ ଅନନ୍ତ ଜୀବନ....,.....(୨ଥର)
ନକାଟ ବୃଥାରେ ମାସ , ଦିନ (୨ଥର)
ପ୍ରାର୍ଥନା ରେ ରଖ ତୁମ ମନ........
ମଣିଷ ଜୀବନ ଘାସ ଫୁଲ ସମ
ମଣିଷ ଜୀବନ କୁହୁଡି ସମାନ(୨ ଥର)
ଏ ମଣିଷ ଜୀବନ ବହୁମୂଲ୍ଯ ଜାଣି (୨ଥର)
ସଦାପ୍ରଭୂଙ୍କ ମହାନ ଦାନ
ମଣିଷ ଜୀବନ ଘାସ ଫୁଲ ସମ
ମଣିଷ ଜୀବନ କୁହୁଡି ସମାନ ......
//END//
//Previous videos link//
1. Tume ma parichaya studio version
• TUME MO PARICHAYA || ତୁମେ ମୋ ପରିଚୟ || NEW ...
2. Jeu naame ananta jibana promo video
• ଯେଉଁ ନାମେ ଅନନ୍ତଜୀବନ || NEW CHRISTIAN VIDEO...
3. ଯେଉଁ ନାମେ ଅନନ୍ତ ଜୀବନ,, full video
https://youtu.be
4. feriaso Bandhu
• Feriaso Bandhu /ଫେରିଆସୋ ବନ୍ଧୁ christian so...
5. Feriaso Bandhu dance video
• FERIASO BANDHU Odia Christian Video Song /...
6. He prabhu part 2
• He prabhu part 2 (Dino pore dino) singer H...
7. Feriaso Bandhu original karaoke
/ auovym-
#samuelnayak
#newodiachristiansongs
#manisajibana
#abmusic
#samuelnayakchristiansongs
#humanesagarchristiansongs
#amitpani
#samuelnewsong
#newodiaviralsong
#newodiachristianvideo
#latestodiachristiansong
#aseemapandachristiansong
#humanesagarchristiansongs
#newodiachristiansong2021
#amitbadanayakchristiansongs
#latestodiachristiansongs
#odiachristiansong
#odiachristiansongs2021
#newodiachristiansong
#amitbadanayak
#humanesagar
#amitpani
#abmusic
#samuelnayak
#bharatnayak
#abmusic
#bapisamal
#abmusicchristiansongs
#amitpanichristiansongs
#humanesagarchristiansongs
#prasadkumarlimma
#skbmusic
#skbmusicpresent
//*ANTI-PIRACY WARNING*//
This content is copyright to SKB MUSIC PRESENTS. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material
Повторяем попытку...
Доступные форматы для скачивания:
Скачать видео
-
Информация по загрузке: