ଭୋଜି କରିବା କହି ଘରୁ ଡାକି ନେଇ ,ମୋ ପୁଅକୁ ମାରିଦେଲେ Youth beaten to death, Body found in field ,Balangir
Автор: Pratidin TV
Загружено: 2026-03-14
Просмотров: 2626
Описание:
ଭୋଜି କରିବା କହି ଘରୁ ଡାକି ନେଇ ,ମୋ ପୁଅକୁ ମାରିଦେଲେ ! ବଲାଙ୍ଗିର ରେ ବିଭର୍ସ ହତ୍ୟାକାଣ୍ଡ। କାଠ ଫାଳିଆ ରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ। ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆ ପାଲି ପଞ୍ଚାୟତ ରେ ଥିବା ନିର୍ବଚନ ଗାଁ ରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ। ମୃତ ଯୁବକଙ୍କ ନା ଦୀପକ ନାଏକ ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ହତ୍ୟା। ପୋଲିସ ଘଟଣା ସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କୁ ଆଣିଥିଲା ପୋଲିସ। ତେବେ କିଛି ସାଙ୍ଗ ମାନଙ୍କ ସହ ଗତକାଲି ଭୋଜି କରିବା ପରେ ଘରକୁ ଫେରିନଥିଲେ ଯୁବକ। ଏନେଇ ସ୍ଥାନୀୟ ମନ୍ଦିର ସମ୍ମୁଖରେ ସାଙ୍ଗ ମାନଙ୍କ ସହ ପ୍ରଥମେ ମଦ ପିଇଥିଲେ ଓ ପରେ ଚାଷ ଜମିରୁ ଯୁବକଙ୍କ ମୃତଦେହ ମିଳିଥିଲା। ତେବେ ଗାଁ ରେ ଦେଶୀ ରନ୍ଧାମଦ ପାଇଁ ଏଭଳି ଘଟଣା ଘଟିଥିବା କହିଛନ୍ତି ଗାଁ ଲୋକ ଅଭିଯୋଗ। କାହିଁକି ଏ ହତ୍ୟାକାଣ୍ଡ ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ସଦର ଥାନା ପୋଲିସ। Youth beaten to death, Body found in field ,Balangir
#Balangir #Youth #death
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: