ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମାସକୁ ରୋଜଗାର 800 ଟଙ୍କା || Daringbadi || Kandhmal || Help India Odisha

Автор: HELP INDIA ODISHA

Загружено: 2024-11-24

Просмотров: 45904

Описание: 𝗖𝗹𝗼𝘁𝗵 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗶𝗻𝗱𝗶𝗮 ( 𝗸𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗠𝘂𝗻𝗱𝗮𝗯𝗮𝗱𝗶 - 𝗩𝗶𝗹𝗹𝗮𝗴𝗲 , 𝗕𝗮𝗱𝗮𝗯𝗮𝗻𝗴𝗮 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗗𝗮𝗿𝗶𝗻𝗴𝗯𝗮𝗱𝗶 - 𝗕𝗹𝗼𝗰𝗸 , 𝗞𝗮𝗻𝗱𝗵𝗮𝗺𝗮𝗹 - 𝗗𝗶𝘀𝘁𝗿𝗶𝗰𝘁 , 𝗢𝗱𝗶𝘀𝗵𝗮

କନ୍ଧମାଳ - ଜିଲ୍ଲା, ଦାରିଙ୍ଗବାଡି - ବ୍ଳକର , ମଣ୍ଡବାଡ଼ି - ଗ୍ରାମ , ବାଡାବାଙ୍ଗା - ପଞ୍ଚାୟତ | ଏହି ଗ୍ରାମରେ ରହୁଥିବା କନ୍ଧ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ଗାଁକୁ ରୋଡ ସୁବିଧା ଥିଲେ ମଧ୍ୟ ଓ ଗାଁକୁ ଆମ୍ବୁଲାନ୍ସ ସେବା ପାଇପାରିନାହାନ୍ତି ଏହି ଗାଁ ଲୋକେ | ଯଦି ଦେହ ଖରାପ ହୁଏ auto, bike ଭରସା ଯଦି ସେ ସୁଭିଧା ନ ହୋଇପାରିଲା ଚାଲି ଚାଲି ଯିବା ପାଇଁ ପଡେ | ଏହି ଗ୍ରାମର ଆଦିବାସୀ ମାନଙ୍କ ରୋଜଗାର ହେଲା ଖଲି ପତ୍ର ବ୍ୟବସାୟ | ଖଲି ପତ୍ର ରୁ ମାସକୁ ରୋଜଗାର Rs - 800 ଟଙ୍କା, ଆପଣ ଭାବୁଥିବେ ଜୀବନ ଏଠି କେତେ କଷ୍ଟ | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ କୌଣସି ସମାଜ ସେବୀ ଆସିନାହାନ୍ତି ବୋଲି ଲୋକ ମାନେ କହିଥିଲେ | ଆମ ଟିମ ଯିବା ଏହି ଗାଁ କୁ ପ୍ରଥମ ବୋଲି ଗାଁ ଲୋକ କହିଛନ୍ତି | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | ଧନ୍ୟବାଦ ଦେବି ପ୍ରଶାନ୍ତ ପ୍ରଧାନ ଭାଇ ଆପଣଙ୍କ ସହଯୋଗ ପାଇଁ ଏହି କାଯ୍ୟକ୍ରମ ସଫଳ ହୋଇପାରିଛି |

#helpindia #tribalpeople #donateclothes #fooddonation #Odisha #helpneedypeople #helptribalpeople #kandhatribal #kandha #Ganjam #sorada #rubangi #Bhubaneswar #rahaganda #rahagandavillage #usareels #usaviralgirl #usagirl #america #villagerural #rural #ruralvillage #rurallife #rurallifestyle #raikia #ରାଇକିଆ #କନ୍ଧମାଳ #ସୁଗଡ଼ବାଡି #ସୁଗଡବାଡି #ରାଡାବାଲି #tribal #tribalpeople #tribalphotography #TribalLife #kandhma #odishatribal #Odisha

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମାସକୁ ରୋଜଗାର 800 ଟଙ୍କା || Daringbadi || Kandhmal || Help India Odisha

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମାଙ୍କଡ଼ଙ୍କ ମହାନତା | ପଚାରୁଛନ୍ତି ମଣିଷକୁ ପ୍ରଶ୍ନ | Manoranjan Mishra | Newsroom |  Monkey | crocodile

ମାଙ୍କଡ଼ଙ୍କ ମହାନତା | ପଚାରୁଛନ୍ତି ମଣିଷକୁ ପ୍ରଶ୍ନ | Manoranjan Mishra | Newsroom | Monkey | crocodile

କପଡା ନାହିଁ ବୋଲି 6 ମାସ ହେବ ଗାଧେଇ ନାହାନ୍ତି || True Story Of Sukinda, Jajpur || Help India Odisha

କପଡା ନାହିଁ ବୋଲି 6 ମାସ ହେବ ଗାଧେଇ ନାହାନ୍ତି || True Story Of Sukinda, Jajpur || Help India Odisha

ଦେଶ ଦ୍ରୋହି  ଶୁଣିଛି କିନ୍ତୁ ଗଛ ଦ୍ରୋହି 🤔🤔@raniofficiavlog

ଦେଶ ଦ୍ରୋହି ଶୁଣିଛି କିନ୍ତୁ ଗଛ ଦ୍ରୋହି 🤔🤔@raniofficiavlog

ଓଡ଼ିଶାର ସବୁଠୁ ସୁନ୍ଦର ଗାଁ ରେ ଗୋଟିଏ ଦିନ  | KORAPUT ODISHA

ଓଡ଼ିଶାର ସବୁଠୁ ସୁନ୍ଦର ଗାଁ ରେ ଗୋଟିଏ ଦିନ | KORAPUT ODISHA

Traditional Village Life: Cooking Fresh Meat & Organic Vegetables in the Mountains.

Traditional Village Life: Cooking Fresh Meat & Organic Vegetables in the Mountains.

ଅମଡ଼ା ଗାଁ 😳 #tribal #tribalhouse #odisha #kendujhar

ଅମଡ଼ା ଗାଁ 😳 #tribal #tribalhouse #odisha #kendujhar

ପାହାଡ କଡ ବିରାଟ ହାଟ😱 Bangiriposi Hata 🔥ଶସ୍ତା ଘୁଷୁରୀମାଂସ କୁ ମାଛ🐟 ଗାଉଁଲି ଖାଇବା😋 Mayurbhanj

ପାହାଡ କଡ ବିରାଟ ହାଟ😱 Bangiriposi Hata 🔥ଶସ୍ତା ଘୁଷୁରୀମାଂସ କୁ ମାଛ🐟 ଗାଉଁଲି ଖାଇବା😋 Mayurbhanj

୨ ମାସରେ ୨ ଲକ୍ଷ ରୋଜଗାର, ବାଇଗଣ କରୁଛି ମାଲାମାଲ୍ | Daringbadi | Farming | Dharitri | Odisha

୨ ମାସରେ ୨ ଲକ୍ଷ ରୋଜଗାର, ବାଇଗଣ କରୁଛି ମାଲାମାଲ୍ | Daringbadi | Farming | Dharitri | Odisha

ଆସ ବୁଲିଯିବା ଡକରବାଡ଼ି ଗାଁ | Part 1 Dakarabadi Village , Karada | Rikia | Kandhmal | Help India Odisha

ଆସ ବୁଲିଯିବା ଡକରବାଡ଼ି ଗାଁ | Part 1 Dakarabadi Village , Karada | Rikia | Kandhmal | Help India Odisha

ମଣିଷ ଶୂନ୍ୟ ଗାଁ❓ ମେଡିକାଲ ଯାଆନ୍ତି ଖଟରେ ❓ଗାଁ ଏବେ ଶ୍ମଶାନ  //Tamaanga Village Kendujhar @MahesRock

ମଣିଷ ଶୂନ୍ୟ ଗାଁ❓ ମେଡିକାଲ ଯାଆନ୍ତି ଖଟରେ ❓ଗାଁ ଏବେ ଶ୍ମଶାନ //Tamaanga Village Kendujhar @MahesRock

ନିଅମଗିରି ଡ଼ଙ୍ଗରିଆ କନ୍ଧ | Dangaria Kandha |Gunjapai Village | Muniguda | Rayagada | Help India Odisha

ନିଅମଗିରି ଡ଼ଙ୍ଗରିଆ କନ୍ଧ | Dangaria Kandha |Gunjapai Village | Muniguda | Rayagada | Help India Odisha

MUKULINGIA ଜଙ୍ଗଲ ମଧ୍ୟରେ ରହିଛି ଗୁପ୍ତ ଗାଁ, ବାହାର ଲୋକ ଯାଇ ପାରିବେ ନାହିଁ, Kandhamal, Odisha

MUKULINGIA ଜଙ୍ଗଲ ମଧ୍ୟରେ ରହିଛି ଗୁପ୍ତ ଗାଁ, ବାହାର ଲୋକ ଯାଇ ପାରିବେ ନାହିଁ, Kandhamal, Odisha

ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA #mutraveller

ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA #mutraveller

लाल कान्छी भाग ३९ Lal Kanchhi Episode 39

लाल कान्छी भाग ३९ Lal Kanchhi Episode 39

ନନ୍ଦନକାନନ  ରେ କେତେ ଜୀବଜନ୍ତୁ ଅଛନ୍ତି 2025 ରେ… || ମହାବଳ ବାଘ || Nandankan Zoo Odisha ||

ନନ୍ଦନକାନନ ରେ କେତେ ଜୀବଜନ୍ତୁ ଅଛନ୍ତି 2025 ରେ… || ମହାବଳ ବାଘ || Nandankan Zoo Odisha ||

ବାଟରେ ଦେଖିଲୁ କାଠ ବଙ୍ଗଳା  | raygada kandhamal border |  Road Trip

ବାଟରେ ଦେଖିଲୁ କାଠ ବଙ୍ଗଳା | raygada kandhamal border | Road Trip

ଡଙ୍ଗରିଆ କନ୍ଧ ଆଦିବାସୀ ଗାଁ | picnic spot | Raygada Odisha

ଡଙ୍ଗରିଆ କନ୍ଧ ଆଦିବାସୀ ଗାଁ | picnic spot | Raygada Odisha

ଏମିତି ବି ଜାଗା ଅଛି ଓଡ଼ିଶା ରେ | Rayagada  #bulilatoka

ଏମିତି ବି ଜାଗା ଅଛି ଓଡ଼ିଶା ରେ | Rayagada #bulilatoka

ଓଡ଼ିଶାର ମଣିଷଖିଆ ଗାଁ ନୟାଗଡରେ / Ghost Village Nayagarh / Abandon Village / Odisha / Village Life

ଓଡ଼ିଶାର ମଣିଷଖିଆ ଗାଁ ନୟାଗଡରେ / Ghost Village Nayagarh / Abandon Village / Odisha / Village Life

ହାତୀ ଜଗିଚି ୩ଟି ଗାଁ | Odisha Village Life | #triballife #mountainvillagelife

ହାତୀ ଜଗିଚି ୩ଟି ଗାଁ | Odisha Village Life | #triballife #mountainvillagelife

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]