ନିଅମଗିରି ଡ଼ଙ୍ଗରିଆ କନ୍ଧ | Dangaria Kandha |Gunjapai Village | Muniguda | Rayagada | Help India Odisha
Автор: HELP INDIA ODISHA
Загружено: 2024-03-18
Просмотров: 1120180
Описание:
𝗖𝗹𝗼𝘁𝗵, 𝗕𝗹𝗮𝗻𝗸𝗲𝘁 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗗𝗮𝗻𝗴𝗮𝗿𝗶𝗮 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗚𝘂𝗻𝗷𝗮𝗽𝗮𝗶 - 𝗩𝗶𝗹𝗹𝗮𝗴𝗲 , 𝗠𝘂𝗻𝗶𝗸𝗵𝗼𝗹 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗠𝘂𝗻𝗶𝗴𝘂𝗱𝗮 - 𝗕𝗹𝗼𝗰𝗸 , 𝗥𝗮𝘆𝗮𝗴𝗮𝗱𝗮 - 𝗗𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮
ରାୟଗଡା - ଜିଲ୍ଲା, ମୁନିଗୁଡା - ବ୍ଳକ ର , ଗୁଞ୍ଜାପାଇ - ଗ୍ରାମ , ମୁନିଖୋଲ - ପଞ୍ଚାୟତ | ଏହି ଗ୍ରାମରେ ରହୁଥିବା ଡ଼ଙ୍ଗରିଆ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ନିୟମଗିରି ଘଟି ରାସ୍ତା ଓ ଜଙ୍ଗଲ ଦେଇ ଯିବା ପରେ ଆମ ଟିମ ପହଁଚି ଥିଲା ଗୁଞ୍ଜାପାଇ - ଗ୍ରାମରେ ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ନା ଅଛି ଗାଁକୁ ରୋଡ ନା ଲାଇଟ | ଦେହ ଖରାପ ହେଲେ 10 km ଚାଲି ଚାଲି ଯିବାକୁ ପଡେ | ଆଜିବି ହସ୍ପିଟାଲ ଯିବାପାଇଁ ଭରା ଭରଷା | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚି ଥିଲା | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | ଧନ୍ୟବାଦ ଦେବି ରାଜେଶ ବଡ଼ିକା ଭାଇ ଆପଣଙ୍କ ସହଯୋଗ ପାଇଁ ଏହି କାଯ୍ୟକ୍ରମ ସଫଳ ହୋଇପାରିଛି |
𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮
Bank details
**************
𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸
𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮
𝗔/𝗖 𝗻𝗼 - 7378002100001043
𝗜𝗙𝗦𝗖 𝗖𝗼𝗱𝗲 - 𝗣𝗨𝗡𝗕0737800
𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - +91 7008476997
ସମସ୍ତ ଓଡିଶାବାସୀ ମାନଙ୍କୁ ଅନୁରୋଧ କିଛି କିଛି ସହଯୋଗ କରିବା ପାଇଁ ଏହି ମହତ୍ୱ କାଯ୍ୟପାଇଁ | ଆପଣଙ୍କ ସହଯୋଗ ପାଇଲେ ଆମ ଟିମ ଆହୁରି ଅଧିକ ସହଯୋଗ କରିପାରିବ ଆଦିବାସୀ ଓ ଅସହାୟ ଲୋକ ମାନଙ୍କୁ |
#helpindia #tribalpeople #donateclothes #fooddonation #Odisha #helpneedypeople #helptribalpeople #Rayagada #Muniguda #Dangaria #dangariakandha #Niyamagiri #easternghats #odishatribal
Повторяем попытку...
Доступные форматы для скачивания:
Скачать видео
-
Информация по загрузке: