#ଦେଉଳି
Автор: Go GTM
Загружено: 2025-11-14
Просмотров: 81
Описание:
DEULI DAM
Baripada ru 18KM
Mayurbhanj district ra sabuthu longest Dam 7.5 KM
ସୁବର୍ଣ୍ଣରେଖା ନଦୀ ର ଶାଖା ନଦୀ jambhira ନଦୀ ରେ Dam ଟି karajathibaru ଏହାର ନାମjambhira ହେଇଚି।
ଦେଉଳି ଗ୍ରାମ ନିକଟ ରେ ଥିବାରୁ ଏହାର ନାମ ଦେଉଳି dam ହେଇଚି ବୋଲି କୁହା ଯାଏ।
1986 ରେ dam ର କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଥିଲା।
ଗ୍ରୀଷ୍ମ ସମୟ ରେ ଜଳ ସେଚନ ଏବଂ ଚାଷ କାମ କରିବା ପାଇଁ dam ଟି ନିର୍ମାଣ ହେଇଥିଲା ଯାହା ଫଳରେ ଚାଷୀ ମାନେ ଉପକୃତ ହୋଇପାରିବେ।
#ଦେଉଳି Dam
#Jambhira Dam
#DEULI DAM
#Deuli Dam
#JAMBHIRA DAM
Follow me in social media
Links are given below:
Please like , share and subscribe my channel.
Thank you for watching my channel
Повторяем попытку...
Доступные форматы для скачивания:
Скачать видео
-
Информация по загрузке: