Khandadhar Waterfall-500ଫୁଟ୍ ର ଜଳ ପ୍ରପାତ।।
Автор: Go GTM
Загружено: 2026-02-12
Просмотров: 31
Описание:
କେଉଁଝର ଠାରୁ 54KM ଦୂରରେ ଏହି waterfall ଟି ଅବସ୍ଥିତ ଯାହାକି କେବଳ କେନ୍ଦୁଝର ଜିଲ୍ଲା ରେ ନୁହେଁ ଓଡିଶାର ଏକ ଅତିସୁନ୍ଦର ଜଳପ୍ରପାତ ଭାବରେ ପରିଚିତ।
ଖଣ୍ଡାଧାର ନଦୀର ଜଳସ୍ରୋତ ପ୍ରାୟ ୫୦୦ ଫୁଟ ଉଚ୍ଚରୁ ସିଧା ନିମ୍ନକୁ ଭୂପତିତ ହେଉଛି ।
ଉପରୁ ତଳଆଡକୁ ଖଣ୍ଡାର ଧାର ପରି ପାଣି ପଡୁଥିବାରୁ ଏହାର ନାମ ଖଣ୍ଡାଧାର ଜଳପ୍ରପାତ ।
ଶୀର୍ଷରୁ ସ୍ଵଚ୍ଛ ଜଳଧାର ଅସମତଳ ପଥର ଚଟାଣ ଉପରେ ପଡ଼ି ଘନଗର୍ଜନ ସହିତ ଜଳକଣା ଧୂସର ପରିବେଶ ସୃଷ୍ଟି କରିଥାଏ । ଏହାର ରମଣୀୟ ପ୍ରାକୃତିକ ପରିବେଶ, ତିନି ଦିଗକୁ ଘେରି ରହିଥିବା ସୁଉଚ୍ଚ ତରଙ୍ଗଗନ୍ତିତ ପର୍ବତଶ୍ରେଣୀ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ ।
ବିପରୀତ ପାର୍ଶ୍ୱରେ ସମାନ ନାମ ଥିବା ଅନ୍ୟ ଏକ ଜଳପ୍ରପାତ ଅଛି | ଖଣ୍ଡଗଡ ଜଳପ୍ରପାତ, ସୁନ୍ଦରଗଡ ଯାହାକି ସୁନ୍ଦରଗଡ ଜିଲ୍ଲାର ବାନେଇ ସବଡିଭିଜନରେ ଅବସ୍ଥିତ |
Повторяем попытку...
Доступные форматы для скачивания:
Скачать видео
-
Информация по загрузке: