ମୋର ପୁକାର ସୁଣାଗଲା | ଭଜନ ସଂହିତା 6 | ଦାଉଦଙ୍କ ପ୍ରାର୍ଥନା | Bible Message | New Sahayak Odia
Автор: New Sahayak Odia
Загружено: 2026-02-01
Просмотров: 1248
Описание:
😢 ଆପଣ କେବେ ଏମିତି ଭାଙ୍ଗିପଡ଼ିଛନ୍ତି କି,
ଯେ ଶବ୍ଦ ନଥାଏ… କେବଳ ଆଁସୁ ଥାଏ?
🙏 ଆଜିର ବାର୍ତ୍ତା ଆପଣଙ୍କୁ ମନେ ପକାଇଦେବ —
“ମୋର ପୁକାର ସୁଣାଗଲା।”
⸻
ଭଜନ ସଂହିତା 6 | ଦାଉଦଙ୍କ ଭାଙ୍ଗା ହୃଦୟର ସତ୍ୟ ପ୍ରାର୍ଥନା
⸻
ଯେତେବେଳେ ମଣିଷ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଏ,
ଯେତେବେଳେ ଶବ୍ଦ ସମାପ୍ତ ହୋଇଯାଏ —
ସେତେବେଳେ ମଧ୍ୟ ଈଶ୍ୱର ଆମ ଆଁସୁକୁ ସୁଣନ୍ତି।
ଭଜନ ସଂହିତା 6 ଆମକୁ ଶିଖାଏ —
ଭାଙ୍ଗା ହୃଦୟରୁ ହୋଇଥିବା ପ୍ରାର୍ଥନା କେବେ ମଧ୍ୟ ବ୍ୟର୍ଥ ଯାଏ ନାହିଁ।
⸻
🔹 ପଦ 1
ହେ ପ୍ରଭୁ, କ୍ରୋଧରେ ମୋତେ ତାଡନା କରନି।
👉 ପଶ୍ଚାତ୍ତାପ ଭୟରୁ ନୁହେଁ, ଭରସାରୁ ହୁଏ।
🔹 ପଦ 2
ହେ ପ୍ରଭୁ, ମୋତେ ସୁସ୍ଥ କର।
👉 ସତ୍ୟ ସୁସ୍ଥତା କେବଳ ଈଶ୍ୱରଙ୍କୁ ଠାରୁ ଆସେ।
🔹 ପଦ 3
“ହେ ପ୍ରଭୁ, କେତେଦିନ ପର୍ଯ୍ୟନ୍ତ?”
👉 ପ୍ରତୀକ୍ଷା ମଧ୍ୟରେ ମଧ୍ୟ ଆମେ ଈଶ୍ୱରଙ୍କୁ ଛାଡ଼ୁ ନାହିଁ।
🔹 ପଦ 4
ତୁମ ଦୟାର କାରଣେ ମୋତେ ଉଦ୍ଧାର କର।
👉 ଆମର ଆଶା — ଆମ କାମ ନୁହେଁ, ତାଙ୍କର କୃପା।
🔹 ପଦ 5
ଜୀବନ ଥିବା ସମୟରେ ଈଶ୍ୱରଙ୍କ ଗୌରବ କରିବା।
👉 ଆଜି ହିଁ ସାକ୍ଷ୍ୟ ଦେବାର ସମୟ।
🔹 ପଦ 6
ମୁଁ ରାତିରେ ଆଁସୁରେ ମୋର ଶୟନକୁ ଭିଜାଏ।
👉 ଆଁସୁ ମଧ୍ୟ ପ୍ରାର୍ଥନା।
🔹 ପଦ 7
ମୋର ଦୁଃଖ ଭିତରେ ଓ ବାହାରେ ଦୁହିଁଠି ଅଛି।
👉 କିନ୍ତୁ ପ୍ରଭୁ ନିକଟରେ ଅଛନ୍ତି।
🔹 ପଦ 8–9
✨ “ପ୍ରଭୁ ମୋର ପୁକାର ସୁଣିଛନ୍ତି।”
👉 ଏହି ଭରସା ହିଁ ଆମର ଶକ୍ତି।
⸻
ଆଜି ଆପଣ ଯଦି ଦୁଃଖ, ଭୟ, ରୋଗ କିମ୍ବା ଭାଙ୍ଗା ମନରେ ଅଛନ୍ତି,
ତେବେ ଏବେ ମନରୁ କହନ୍ତୁ —
“ହେ ପ୍ରଭୁ, ମୋର ପୁକାର ସୁଣନ୍ତୁ।”
📲 Prayer & support ପାଇଁ
WhatsApp: +91 7808039003
👉 Video କୁ Like କରନ୍ତୁ
👉 Share କରନ୍ତୁ
👉 Subscribe କରନ୍ତୁ — New Sahayak Odia
⸻
🌱 New Sahayak – ଆମର ଉଦ୍ଦେଶ୍ୟ
ପ୍ରେମ → ଆଜ୍ଞାପାଳନ → ପବିତ୍ର ଆତ୍ମା → ସତ୍ୟ → କେବେ ଛାଡ଼ିନଦେବା ଏକ ଅନ୍ୟ ସହାୟକ
ଯୋହନ 14:15–18 ଅନୁସାରେ,
New Sahayak
ବରଂ ଯୀଶୁ ଖ୍ରୀଷ୍ଟଙ୍କ ଦିଆ ପ୍ରତିଜ୍ଞା।
ଯାହା ପ୍ରେମ ଦ୍ୱାରା ଆଜ୍ଞାପାଳନ ଶିଖାଏ,
ପବିତ୍ର ଆତ୍ମା ମାଧ୍ୟମରେ ସତ୍ୟରେ ଚାଲିବାକୁ ଶିଖାଏ,
ଏବଂ ଜୀବନର କୌଣସି ଅବସ୍ଥାରେ ମଧ୍ୟ ଆମକୁ ଏକା ଛାଡ଼ିନଦିଏ ନାହିଁ।
#Bhajan6
#Psalm6
#OdiaChristian
#BibleMessageOdia
#NewSahayakOdia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: