ଭୟ କରିବା ନାହିଁ — ପ୍ରଭୁ ତୁମ ସହିତ ଅଛନ୍ତି | ଗୀତ ସଂହିତା 3 | ଦେବଙ୍କ ଶକ୍ତିଶାଳୀ ବାଣୀ | Bible Message
Автор: New Sahayak Odia
Загружено: 2025-11-26
Просмотров: 1338
Описание:
ଭୟ କରିବା ନାହିଁ! ପ୍ରଭୁ ତୁମ ସହିତ ଅଛନ୍ତି! 🙏🔥
ଗୀତସଂହିତା 3 ଆମକୁ ଶକ୍ତି ଦେଇ କୁହେ—
ପରିସ୍ଥିତି ଯେତେ ଭୟଙ୍କର ହେଉ…
ଲୋକେ ଯେତେ ବୋଲି ବିରୋଧ କରୁ…
ତୁମ ପାଖରେ ପ୍ରଭୁ ନିଜେ ଦଣ୍ଡାୟମାନ!
✨ ଏହି ସନ୍ଦେଶ ତୁମ ମନକୁ ଉଠାଇବ:
• ପ୍ରଭୁ ତୁମର ଢାଳ (Shield)
• ସେ ତୁମର ମୁଣ୍ଡକୁ ଉଚ୍ଚ କରନ୍ତି
• ତୁମ ପାଇଁ ସେ ଯୁଦ୍ଧ କରନ୍ତି
• ସେ କେବେ ତୁମକୁ ଛାଡ଼ନ୍ତି ନାହିଁ
👉 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖ — ଦେବଙ୍କ ଶକ୍ତିଶାଳୀ ପ୍ରତିଜ୍ଞା ତୁମକୁ ଆଶ୍ୱସ୍ତ କରିବ।
👉 ଯେଉଁଠାରେ ଭୟ ଅଛି — ସେଠାରେ ଏହି ଭିଡିଓ ପଠା।
🙏 LIKE • SHARE • SUBSCRIBE
ଅଧିକ ଆତ୍ମିକ ଓ ପ୍ରେରଣାଦାୟକ ବାଣୀ ପାଇଁ।
✨ New Sahayak Odia — ଦେବବାଣୀକୁ ପ୍ରତ୍ୟେକ ହୃଦୟରେ ପହଞ୍ଚାଇବାରେ ସେବାରେ।
#BibleMessage #GeetaSamhita3 #FearNot #JesusChrist #NewSahayakOdia #OdiaBible #ChristianOdia #Faith
Повторяем попытку...
Доступные форматы для скачивания:
Скачать видео
-
Информация по загрузке: