ଯାଦୁ ଭଲ ହେବ କେମିତି
Автор: Dr Senapati
Загружено: 2025-03-18
Просмотров: 335373
Описание:
ଯାଦୁ ଭଲ ହେବ କେମିତି
#fungalinfection
#odiahealthtips
#drsenapati
#ringworm
#skincare
#skincareroutine
#skincaretips
#healthtips
#odisha
#odia
#odishanews
ଫଙ୍ଗାଲ୍ ଇନଫେକ୍ସନ ହେଉଛି ଏକ ପ୍ରକାରର ଚର୍ମ ରୋଗ, ଯାହାକୁ ସାଧାରଣରେ ଯାଦୁ ବୋଲି କହନ୍ତି। ଯଦି କୌଣସି ସ୍ଥାନରେ ଯାଦୁ ହୁଏ, ତେବେ ଠିକ୍ ସମୟରେ ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ନହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିପାରେ। ତେବେ ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ?
ପୂର୍ବରୁ ଯାଦୁକୁ ଏକ ଛୋଟିଆ ରୋଗରେ ଗଣା ଯାଉଥିଲା। ହେଲେ ଏବେ ଏହା ଏକ ପ୍ରକାରର ମହାମାରୀ ଭଳି ପ୍ରତୀକ ହେଉଛି। ଅନେକଙ୍କଠାରେ ଔଷଧ ଖାଇଲେ ମଧ୍ୟ ବର୍ଷ ବର୍ଷ ଧରି ଯାଦୁ ଭଲ ହେଉନି। ଏହା ପଛର କାରଣ କ’ଣ? କେମିତି ଯାଦୁ ଭଲ ହେବ ?ଏନେଇ ସଂପୂର୍ଣ୍ଣ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,https://tinyurl.com/ye23cc7k
‘ଯାଦୁ’ କାହିଁକି ଆଲୋଚନାର ବିଷୟ?
ଯାଦୁ ସଂକ୍ରମଣ କାହିଁକି ବଢୁଛି?
ଯାଦୁ ସୃଷ୍ଟିକାରୀ ‘ଫଙ୍ଗସ୍’ କେଉଁଠି ରହେ?
ଔଷଧର ଅପବ୍ୟବହାର ଯୋଗୁଁ ଯାଦୁ ବଢୁଛି
ଯାଦୁ ହେବାକୁ ରୋକିବା କେମିତି?
ଯାଦୁ କେମିତି ଭଲ ହେବ?
Eczema is a type of fungal infection that is commonly known as Jadoo. If there is a fungal infection somewhere in your body, it needs to be treated timely. Otherwise it can spread from one part of the body to another. How is it treated?
In the past, fungal infection was considered a minor disease. But now it is symbolizing a kind of epidemic. Many people have not been cured for years, even though they have taken medication. What is the reason behind this? How can fungal infection be treated effectively? Let us find out details.
In this video,
We will learn
Why is fungal infection on the rise?
Where does the infection creating fungi live?
Drugs misuse gives rise to fungal infection
How to prevent fungal infection?
How can fungal infection be treated?
Subscribe Now & Live a Healthy Life!
Do like and share with your family members and friends
Don't forget to subscribe our channel for more such videos.
Thank you 🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: