ଯାଦୁ କେମିତି ବ୍ୟାପେ? ଜାଣନ୍ତୁ ଚିକିତ୍ସା | Dr Kishan Agarwal on Fungal infection in Odia
Автор: Swasthya Plus Odia
Загружено: 2020-12-30
Просмотров: 741662
Описание:
#Fungalinfection #DoctorAdvice #OdiaHealthTips
ଫଙ୍ଗଲ ଇନଫେକ୍ସନ ହେଉଛି ଏକ ପ୍ରକାରର ଚର୍ମ ରୋଗ, ଯାହାକୁ ସାଧାରଣରେ ଯାଦୁ ବୋଲି କହନ୍ତି। ଯଦି କୌଣସି ସ୍ଥାନରେ ଯାଦୁ ହୁଏ, ତେବେ ଠିକ୍ ସମୟରେ ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ନହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିପାରେ। ତେବେ ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
ଯାଦୁ ବା ଫଙ୍ଗଲ ଇନଫେକ୍ସନ କ’ଣ? (0:00)
ଯାଦୁ ହେବାର କାରଣ ଓ ଲକ୍ଷଣ (0:59)
ଯାଦୁର ବିଭିନ୍ନ ପ୍ରକାର (4:40)
କେମିତି ସଂକ୍ରମଣ ହୁଏ ଯାଦୁ? (5:04)
ଯାଦୁରୁ କେମିତି ରକ୍ଷା ପାଇବେ? (7:12)
ଯାଦୁର ଚିକିତ୍ସା କେମିତି ହୁଏ? (12:39)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/know-the-ca...
Eczema is a type of fungal infection that is commonly known as Jadoo. If there is a fungal infection somewhere in your body, it needs to be treated timely. Otherwise it can spread from one part of the body to another. How is it treated? Let us find out from Dr Kishan Agarwal, a Dermatologist.
In this video,
What is fungal infection? (0:00)
Causes & Symptoms of fungal infection (0:59)
Types of fungal infection (4:40)
How does fungal infection spread? (5:04)
How to get rid of fungal infection? (7:12)
Treatment of fungal infection (12:39)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: