HE MANGALA MAYA (ହେ ମଙ୍ଗଳମୟ )ORIGINAL KARAOKE //HUMANE SAGAR
Автор: SERENE MUSIC OFFICIAL
Загружено: 2023-12-17
Просмотров: 12731
Описание:
HUMANE SAGAR'S
ହେ ମଙ୍ଗଳମୟ ଯୀଶୁ ରାଜନ
ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
ତୁମ ଆରାଧନା କରିବାକୁ ଏଇ ମନ ମୋର ନୀତି ଜାଗୁ
ତୁମରି ସ୍ତୁତି କରିବା ପାଇଁ ରହୁ ମୋ ପ୍ରାଣ ବାୟୁ
ହେ ମଙ୍ଗଳ ମୟ ଯୀଶୁ ରାଜନ...
1-ଜିହବାଜିରୀ ଈଶ୍ୱର ଆହେ ପ୍ରଭୁ କୃପାମୟ
ଧନ୍ୟହେଉ ଏ ଛାର ଜୀବନ ଗାଈ ତୁମ ଜୟଗାନ
ତୁମେ ସ୍ୱୟଂମ୍ଭୁ ଈଶ୍ୱର ସ୍ଵଗୌରବେ ପରିପୂର୍ଣ୍ଣ
ଭକତି ଭରେ ତୁମ ଚରଣେ ବିତିଯାଉ ମୋ ଜୀବନ
ନେବଲ ଝଙ୍କାରେ ଉଚ୍ଚ କରତାଳେ ଗାଉଥିବି ତୁମ ନାମ
ବୀଣା ର ତାନରେ ସୁମଧୁର ସ୍ଵରେ ଭଜୁଥିବି ନୀତି ଦିନ
ହେ ମଙ୍ଗଳ ମୟ ଯୀଶୁ ରାଜନ
ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
2-କାଲବରୀ ଚୂଳେ ହେଲ ବଳୀକୃତ ହେ ଯୀଶୁ ପ୍ରେମମୟ
କ୍ଷମାକଲ ପ୍ରଭୁ ପାପ ଯେତେ ମୋର ହେ ଯୀଶୁ ଦୟାମୟ
ହ...କଳୁଷ ଅନ୍ତରେ ଅନୁତାପ ନୀରେ ଆସିଛି ଦୁଆରେ ତୁମ
ପବିତ୍ର ରକତେ ଧୋଇଦେଇ ପ୍ରଭୁ ଶୁଚି କର ମୋ ଜୀବନ
ଅନ୍ତରେ ମୋହର ଭରିଦିଅ ଆଜି ପବିତ୍ର ଆତ୍ମାଙ୍କ ଦାନ
ଉଛୁଳି ଉଠୁ ଏ ମରୁ ଜୀବନ ପାଇ ତୁମ ଦରଶନ
ହେ ମଙ୍ଗଳମୟ ଯୀଶୁ ରାଜନ
ତୁମେ ଅନାଦି ଈଶ୍ବର ସତ୍ୟ ସନାତନ
ତୁମ ଆରାଧନା କରିବାକୁ ଏଇ ମନ ମୋର ନୀତି ଜାଗୁ
ତୁମରି ସ୍ତୁତି କରିବା ପାଇଁ ରହୁ ମୋ ପ୍ରାଣ ବାୟୁ
ହେ ମଙ୍ଗଳ ମୟ ଯୀଶୁ ରାଜନ...
#newchristiandevotionalsong
#newchristiandevotionalsong
Повторяем попытку...
Доступные форматы для скачивания:
Скачать видео
-
Информация по загрузке: