JEEBANARA JHARA || ଜୀବନର ଝର || ODIYA DEVOTIONAL SONG ||NITESHKUMAR||
Автор: SERENE MUSIC OFFICIAL
Загружено: 2022-10-08
Просмотров: 49485
Описание:
#newodiachristiansong2022 #newodiachristiansongs #jeebanarajhara
PRAISE THE LORD
ପ୍ରଭୁ ଯୀଶୁଙ୍କ ମହାନ ନାମରେ ଆପଣ ପ୍ରତ୍ୟକଙ୍କୁ ନମସ୍କାର,ପ୍ପ୍ରକୃତରେ ପ୍ରଭୁ କେଡେ ମହାନ ପରମେଶ୍ୱର ଅଟନ୍ତି,ଆମ୍ଭ ପାପ ନିମନ୍ତେ, ପୁଣି ଆମ୍ଭ ମାନଙ୍କ ଉଦ୍ଧାର ନିମନ୍ତେ ସେ କୃଶରେ ବଳିଦାନ ହୋଇଥିଲେ. ତାଙ୍କର ସେହି ଅତୁଳ ପ୍ରେମ କୁ ଆଧାର କରି ROHIT PRADHAN (Mithun) ଭାଇଙ୍କ ଅତି ସୁନ୍ଦର ରଚନା ଏବଂ NITESH KUMAR NAIK(Situ) ଭାଇଙ୍କ କଣ୍ଠ ରୁ
(ଜୀବନର ଝର ) • JEEBANARA JHARA || ଜୀବନର ଝର || ODIYA DEVOT... ସଂଗୀତ ଟି ପ୍ରସ୍ତୁତ କରିଅଛୁ.. ଆଶା କରୁ ଆପଣ ମାନେ ପ୍ରତ୍ୟକ ଏହି ଗୀତ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ |
LYRICS:
ଜୀବନର ଝର
ଝରୁଛି କୃଶରେ
କି ମହା ପ୍ରେମ ଘେନି ସେ ରକତ ଝରେ
ଅତୁଳ ସେହି ପ୍ରେମର ଝର
ଝରି ଯାଏ ସେ କାଲବରୀ ପର
ଜୀବନର ଝର
ଝରୁଛି କୃଶରେ
କି ମହା ପ୍ରେମ ଘେନି ସେ ରକତ ଝରେ
1-ପାପୀ ର ପାଇଁ ରୁଧିର ଧାର
ବହିଗଲା କେତେ ଧାର ଧାର :2 Times
କରିଲେ ସେ ପ୍ରାୟଶ୍ଚିତ ଆମ ପାପ ପାଇଁ
ସହିଗଲେ ସବୁ ଦୁଃଖ ପାପ ଶୂନ୍ୟ ହୋଇ
କି ଦେବି ମୁ ଉପମା ବେଦନା ସେ କୃଶର
ଜୀବନର ଝର
ଝରୁଛି କୃଶରେ
କି ମହା ପ୍ରେମ ଘେନି ସେ ରକତ ଝରେ
2-ଯୀଶୁ ବିନା କି ଅଛି ତୁଳନା
ନାହିଁ ତାଙ୍କ ବିନା ପାପ କ୍ଷମା:2 Times
ଜଗତର ପାପ ପାଇଁ କ୍ରୁସେ ବଳି ହେଲେ
ଶତ୍ରୁ କୁ କ୍ଷମା ଦେଇ ଆଦରି ସେ ନେଲେ
ଧୋଇଗଲା ଅନ୍ତର ଅସଂଖ୍ୟ ସେ ପାପର
ଅସଂଖ୍ୟ ସେ ପାପର
ଜୀବନର ଝର
ଝରୁଛି କୃଶରେ
କି ମହା ପ୍ରେମ ଘେନି ସେ ରକତ ଝରେ
ଅତୁଳ ସେହି ପ୍ରେମର ଝର
ଝରି ଯାଏ ସେ କାଲବରୀ ପର
ଜୀବନର ଝର
ଝରୁଛି କୃଶରେ
କି ମହା ପ୍ରେମ ଘେନି ସେ ରକତ ଝରେ
CREDITS:
SONG:Jeebanara jhara (ଜୀବନର ଝର )
Lyrics & Music :Rohit Pradhan (Mithun)
Recording :MRR STUDIO, CUTTACK
Mixing and Mastering : Shaktiswar Mohapatra
Chorus :Lalita, Blessy, Gifty
Special Thanx:Sablun, Joys, Imosh, Bunty
PRODUCTION:NK PRODUCTION
Contact Details:7978906212,8895778112
Email:[email protected]
Facebook: / nitesh.naik.3572
Instagram: / niteshsitu
Twitter : / nitesh40369834
SERENE MUSIC OFFICIAL,NK PRODUCTION ଦ୍ୱାରା ପ୍ରସ୍ତୁତ ଯୀଶୁଙ୍କ କୃଶାର୍ପିତ ଏବଂ ତାହାଙ୍କର ଅତୁଳନୀୟ ପ୍ରେମ ଉପରେ ଆଧାରିତ( ଜୀବନର ଝର ) ସଂଗୀତ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ "SERENE MUSIC OFFICIAL"channel କୁ Like, share ଏବଂ subscribe ନିଶ୍ଚିନ୍ତ କରିବେ..ପ୍ରଭୁ ଆମ ପ୍ରତ୍ୟକଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ....
Youtube Link: / @niteshsitu
#newchristiandevotionalsong
#newodiachristiansong2022
#odiachristiansong2022
#amitpanichristiansong
#oldodiachristiansong
#bestchristiansong2022
#newpraiseandworshipsongs
#newmasihigeet2022
#newhumansagarsong
#devotionalsongnew
#viralsongs
#oldodiachristiansong
#hindiworshipsongs
#humansagarnewsong
#viralshorts
#official
!!*Anti - Piracy Warning*!!
This content is copyrighted to SERENE MUSIC OFFICIAL. Any unauthorised , reproduction, redistribution or re upload of this audio and video is strictly prohibited.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: