Golden Jubilee// ସ୍ବର୍ଣ୍ଣ ଜୟନ୍ତୀ//NEW CHRISTIAN SONG//ANANYA & FR. RAJIB//RAJIB SINGH
Автор: Rajib Singh
Загружено: 2025-01-29
Просмотров: 71256
Описание:
Leviticus 25:10 Consecrate the fiftieth year and proclaim liberty throughout the land to all its inhabitants. It shall be a jubilee for you, each of you is to return.
💐💐 Sing and Praise the Lord 💐💐
ମହା ଧର୍ମପ୍ରଦେଶ କଟକ-ଭୁବନେଶ୍ୱରର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦ.
ସଦା ପ୍ରଭୁଙ୍କ ଗୌରବ ମହିମା ଉଦେଶ୍ୟରେ ଗୀତଟି ବାସ୍ତବରେ ଭାବପୁର୍ଣ ହୋଇଛି 1 ଈଶ୍ୱରଙ୍କ ଗୌରବ ନିମନ୍ତେ ଦୀର୍ଘ ପଚାଷ ବର୍ଷ ସଦାପ୍ରଭୁ ଆମ ଉପରେ ସଦୟ ଦୃଷ୍ଟିପାତ କରିଛନ୍ତି।
ଆପଣମାନେ ଏହି ସଂଗୀତ ଦ୍ୱାର ପ୍ରଭୁଙ୍କର ଗୌରବ କରନ୍ତୁ
ଆଶା କରୁଛୁ ଉକ୍ତ ଭକ୍ତି ଗୀତ ଅନେକଙ୍କ ମନ, ପ୍ରାଣ ଓ ଆତ୍ମିକ ଜୀବନର ଅନୁଗ୍ରହ ବୃଦ୍ଧି ନିମନ୍ତେ ସହାୟକ ହେବ।
💐💐 FULL LYRICS 💐💐
ଆସିଛି ଆଜି ଜୁବିଲି ବରଷ
କଟକ ଭୁବନେଶ୍ୱର ଧର୍ମପ୍ରଦେଶର
ସୁବର୍ଣ୍ଣ ଜୟନ୍ତୀ ବିଶ୍ୱାସର ସ୍ମୁତି
ବିଶ୍ୱାସର ସ୍ମୁତି ସୁବର୍ଣ୍ଣ ଜୟନ୍ତୀ
ଆନ୍ଦନ ବିଭୋରେ ଭକତି ଅନ୍ତରେ-2
ଗାଇବା ପ୍ରଭୁଙ୍କ ଜୟଗିତି
ସ୍ତୁତି ଧନ୍ୟବାଦ ଗୌରବ କୀର୍ତ୍ତି
Jubilee Jubilee Golden Jubilee-2
।. ପରମ ମହା ମହିମ ପରାତ୍ପର ପରମେଶ୍ୱର
ପରମ ପୂଜ୍ୟ ଆରାଧ୍ୟ ଦିବ୍ୟ କୃପାର ସାନିଧ୍ୟ
ଅଖଣ୍ଡ ଅତୁଳ ପ୍ରେମ ତାଙ୍କର ନାହିଁ ପଟ୍ଟାନ୍ତର
ଅସୀମ ବିଶାଳ ହୃଦ କରୁଣାରେ ଭରପୁର
ଆନନ୍ଦ ବିଭୋରେ ଭକତି ଅନ୍ତରେ -2
ଗାଇବା ପ୍ରଭୁଙ୍କ ଜୟଗିତି
ସ୍ତୁତି ଧନ୍ୟବାଦ ଗୌରବ କିର୍ତ୍ତି
Jubilee Jubilee Golden Jubilee-2
2. ଆମ ମହାଧର୍ମ ପ୍ରଦେଶ କଟକ ଭୁବନେଶ୍ୱର
କାଟିଛି ପଚାଶ ବର୍ଷ ବିଶ୍ବସରେ ନିରନ୍ତର
ତ୍ୟାଗ ବଳିଦାନ ପାଇଁ ସାରା ସଂସାରରେ ସାର
ଦୁଃଖ ତାଡ଼ନାକୁ ସହି ବିଶ୍ୱାସରେ ଅଗ୍ରସର
ଆଗେଇ ଚାଲିଛି ଯୀଶୁଙ୍କ ପଥରେ -2
କୃଶକୁ କରି ଅତି ଆପଣାର -2
Jubilee Jubilee Golden Jubilee- 2
💐💐SONG CREDIT 💐💐💐
💐 SONG : ସ୍ବର୍ଣ୍ଣ ଜୟନ୍ତୀ ( Golden Jubilee)
💐 Singers : Ananya & Fr. Rajib Singh
💐 Lyrics & Music : Fr. Jugal & Fr. Rajib
💐 Music Arrangement : Bapi Samal
💐DOP/ Edit : Ambram Ganta (Bapi)
💐Thumbnail : Sangram Parichha
💐Record & Mixing : MRR STUDIO CUTTACK
💐Special thanks to His Grace Most Rev. John Barwa SVD
💐 UNITED IN PRAYER : FR. DEVRAJ SINGH, FR. SANJEEB BISHOYI SVD
💐 please drop your genuine comments
💐like
👍share
💐subsribe
#amitpaniofficial #ananyachristiansonh
#humansagarchrisiansong
#newodiyasongs
#rajibsinghchristiansong
#asiimapandachristiansong
#amitbadanayakchristiansong
#s.jituchristiansong
#newodiyachristiansongs
//ANTI-PRIVACY WARNING//
Unauthorized reproduction, redistribution or re-upload is strictly prohibited from this material.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: