ଏବେ ଲଗେଇନିଅନ୍ତୁ ଗେଣ୍ଡୁ ଗଛର ଡାଳ ll ୪ ଟି ଉପାୟରେ ଲଗାନ୍ତୁ ଗେଣ୍ଡୁ ଡାଳ ll ୧୫ ଦିନରେ ପାଇବେ ଫୁଲ
Автор: GAYATREE'S DREAM GARDEN
Загружено: 2023-07-26
Просмотров: 22105
Описание:
ଏବେ ଲଗେଇନିଅନ୍ତୁ ଗେଣ୍ଡୁ ଗଛର ଡାଳ ll ୪ ଟି ଉପାୟରେ ଲଗାନ୍ତୁ ଗେଣ୍ଡୁ ଡାଳ ll ୧୫ ଦିନରେ ପାଇବେ ଫୁଲ
ଭିଡିଓଟି ଭଲ ଲାଗିଥିଲେ ଗୋଟିଏ Like କରିବା ସହ ମୋ Channel କୁ ମଧ୍ୟ Subscribe କରିଦେବେ..ମୁଁ Gardening Related Videos Post କରିଥାଏ ଯାହାକି ଆପଣଙ୍କ ପାଇଁ ନିଶ୍ଚୟ ସାହାଯ୍ୟକାରୀ ହେବ...ଧନ୍ୟବାଦ🥰🙏🙏🙏
ଆସନ୍ତୁ ମିଳିମିଶି ଗଛ ଲଗାଇବା ଓ ଆମର ଏ ସୁନ୍ଦର ପୃଥିବୀକୁ ଧ୍ୱଂସ ହେବାରୁ ରକ୍ଷା କରିବା🥰🙏🙏🪴🌲🌲
▶️ SOME PREVIOUS VIDEOS:-
🌸ଶେବତୀ ଓ ଡାଇନ୍ଥସ୍ ଡାଳ ଲଗାନ୍ତୁ ନୂଆ ଶୈଳୀରେ:- • ଶେବତୀ ଓ ଡାଇନ୍ଥସ୍ ଡାଳ ଲଗାନ୍ତୁ ନୂଆ ଶୈଳୀରେ ll...
🌸ବର୍ଷା ସରିବା ପରେ ତୁରନ୍ତ କରିନିଅନ୍ତୁ ଏହି କାମ ନହେଲେ ଗଛ ମରିଯିବ:- • ବର୍ଷାପରେ କରିନିଅନ୍ତୁ ଏହିସବୁ କାମ ll ଗଛ ବହୁତ ...
🌸ବର୍ଷା ଋତୁରେ କେଉଁ କାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ:- • ବର୍ଷାଦିନେ ଏହି କାମ କରିବା କାହିଁକି ଜରୁରୀ ll ଏ...
🌸ଆସନ୍ତୁ ଦେଖିବା ମୋ ଛୋଟ ନର୍ସରୀ:- • 🌸 ଆସନ୍ତୁ ଦେଖିବା ମୋ ଛୋଟ ନର୍ସରୀ 🌸 SUNDAY GAR...
🌸ବର୍ଷା ଋତୁରେ ମନ୍ଦାର ଗଛରେ କେଉଁ ଖତ ଦେଲେ ଅଧିକ ଫୁଲ ମିଳିବ:- • ମନ୍ଦାର ଗଛରେ ଏବେ ଏହି ଖତ ଦିଅନ୍ତୁ ll ବର୍ଷାଋତୁ...
🌸ନର୍ସରୀରୁ ମୁଁ କେଉଁ ଗଛସବୁ ଆଣିଛି:- • ନର୍ସରୀରୁ ମୁଁ କେଉଁ ଗଛସବୁ ଆଣିଛି ll ସେଗୁଡିକର ...
🌸ମଲ୍ଲୀଗଛରେ ବର୍ଷାଦିନେ ଦୁଇଗୁଣ ଫୁଲ ପାଇଁ କେଉଁ ଖତ ଦେବା:- • ମଲ୍ଲୀଗଛରେ ବର୍ଷାଦିନେ ଦୁଇଗୁଣ ଫୁଲ ପାଇବା ପାଇଁ ...
🌸କେଉଁ ଗଛଗୁଡିକୁ ବର୍ଷାରେ ରଖିବା ନାହିଁ:- • କେଉଁ ଗଛଗୁଡିକୁ ବର୍ଷାରେ ରଖିବା ନାହିଁ ll ବର୍ଷା...
🌸 ବର୍ଷା ଦିନରେ ବଗିଚାରେ କ'ଣ କରିବେ ଓ କ'ଣ କରିବେ ନାହିଁ:- • ଗଛ ଖରାପ ହେବା ଆଗରୁ ଦେଖିନିଅନ୍ତୁ ଏହି ଭିଡିଓ ll...
🌸ଆସନ୍ତୁ ଦେଖିବା ମୋ ନୂଆ ବଗିଚା:- • ଆସନ୍ତୁ ଦେଖିବା ମୋ ନୂଆ ବଗିଚା
🌸ଜୁଲାଇ ମାସରେ ଲଗାଇପାରିବେ ଏହିସବୁ ଡାଳ:- • ଜୁଲାଇ ମାସରେ ଲଗାଇପାରିବେ ଏହିସବୁ ଡାଳ ll ସବୁ ଡ...
🌸ବର୍ଷା ଦିନରେ ଟେବୁଲ୍ ଗୋଲାପ ଗଛର ଯତ୍ନ:- • ବର୍ଷା ଦିନେ ଗଛ ଖରାପ ହେବନି ଫୁଟିବ ପ୍ରଚୁର ଫୁଲ ...
🌸କାଠଚମ୍ପା ଡାଳ କିପରି ଲଗାଇବେ:- • କାଠଚମ୍ପା ଡାଳ ଲଗାନ୍ତୁ ଏହିପରି ll ଡାଳ ପଚିବା ଚ...
🌸ବର୍ଷା ଦିନେ ବିନା ଖତରେ କେବଳ ବର୍ଷା ପାଣିରେ ଫୁଟୁଥିବା ସୁନ୍ଦର ଫୁଲ ବିଷୟରେ କିଛି:- • ବର୍ଷା ପାଣିରେ କେବଳ ଫୁଟିବ ଫୁଲ ll ଗଛକୁ ଖତ ଦେବ...
🌸 YOUTUBE ରୁ ମିଳିଲା ବହୁତଗୁଡିଏ ଗଛ ଓ ଡାଳ:- • YOUTUBE ରୁ ମିଳିଲା ଏତେଗୁଡିଏ ଗଛ ll କେମିତି ପା...
🌸ଲଗେଇଥିବା ଡାଳରେ କିପରି ଚେର ଆସିଛି:- • ଲଗେଇଥିବା ଡାଳରେ କେମିତି ଚେର ଆସିଛି ll ଏବେ ଲଗେ...
🌸ଶେବତୀରେ ୧୦୦୦ ରୁ ଅଧିକ ଫୁଲ ପାଇବା ପାଇଁ ଏବେ ଲଗେଇନିଅନ୍ତୁ ଶେବତୀର ଡାଳ:- • ଶେବତୀରେ ୧୦୦୦ରୁ ଅଧିକ ଫୁଲ ପାଇବା ପାଇଁ ଏବେ ଲଗେ...
🌸କୃଷ୍ଣ କମଳ ଗଛର ଯତ୍ନ କିପରି ନେବା ଅଧିକ ଫୁଲ ପାଇଁ:- • ଦ୍ରୌପଦୀଙ୍କ ସହ ହୋଇଥିବା ଅନ୍ୟାୟର କଥା କୁହେ ଏହି...
🌸ମନ୍ଦାର ଡାଳ ଲଗାନ୍ତୁ ସଂପୂର୍ଣ୍ଣ ନୂଆ ଶୈଳୀରେ:- • ମନ୍ଦାର ଡାଳ ଲଗାନ୍ତୁ ସଂପୂର୍ଣ୍ଣ ନୂଆ ଶୈଳୀରେ ll...
🌸ଆସନ୍ତୁ ଦେଖିବା ମୋ ନୂଆ ବଗିଚା:- • ଘରୁ ବାହାର କରିଦେଲେ ଆମକୁ ll ଭିଡିଓ ଆଉ ଆସିବ ନା...
🌸ଗୋଟିଏ STRAWBERRY ଗଛରୁ ବହୁତଗୁଡିଏ STRAWBERRY ଗଛ କିପରି ମିଳିବ:- • ମାଗଣାରେ ପାଆନ୍ତୁ ହଜାରହଜାର ଷ୍ଟ୍ରବେରୀ ଗଛ ll ଦ...
🌸ବର୍ଷା ଦିନ ଆରମ୍ଭରୁ ମନ୍ଦାର ଗଛରେ ଏହି କାମ ସବୁ କରିନିଅନ୍ତୁ:- • ବର୍ଷା ଋତୁ ଆରମ୍ଭରୁ ମନ୍ଦାର ଗଛରେ ଏହିସବୁ କାମ କ...
🌸ଅଶୋକ ଗଛରେ ଫୁଲ ଆସୁନଥିଲେ ମାତ୍ର ୧୫ ଦିନରେ କିପରି ଆସିବ:- • ଅଶୋକ ଗଛରେ ଫୁଲ ଆସୁନଥିଲେ ମାତ୍ର ୧୫ ଦିନରେ ଆସିଯ...
🌸ଜୁନ୍ ମାସରେ ଏହିସବୁ ଗଛର ଡାଳ ଲଗାଇପାରିବେ:- • ବର୍ଷା ପାଗର ସୁଯୋଗ ନେଇ ଲଗେଇଦିଅନ୍ତୁ ଏହିସବୁ ଗଛ...
🌸 ଗଛରେ ଫୁଲ ଆସୁନଥିଲେ କ'ଣ କରିବା:- • କାଗଜଫୁଲ ଗଛରେ ଫୁଲ ଆସୁନଥିଲେ ଏବେ କରିନିଅନ୍ତୁ ଏ...
🌸୧୫ରୁ ଅଧିକ ଫୁଲ ଗଛ ଯାହା ପୁରା ଦିନର ଟାଣ ଖରାରେ ରହିପାରିବ ଏବଂ ବର୍ଷ ସାରା ଫୁଲ ଦେବ:- • ୧୫ରୁ ଅଧିକ ଫୁଲଗଛ ଯାହା ପୁରା ଦିନର ଖରାରେ ରହିପା...
🌸ଏତେ ଖରାରେ ମଧ୍ୟ ମୋ ବଗିଚା କେତେ ସୁନ୍ଦର:- • ଏତେ ଖରାରେ ମୋ ବଗିଚା କେତେ ସୁନ୍ଦର ll SUNDAY G...
🌸ପଦ୍ମ ଗଛକୁ କିପରି ଲଗାଇଲେ ଶୀଘ୍ର ଫୁଲ ମିଳିବ:- • ପଦ୍ମ ଗଛକୁ କିପରି ଲଗାଇଲେ ଶୀଘ୍ର ଫୁଲ ମିଳିବ ll ...
#marigold
#howtogrowplants
#howtopropagate
#winterfloweringplants
#monsoonplantcaretips
#plantcaretips
#growfromcuttings
#seasonalflowers
#soilmedia
#monsooncare
#gardening
#propagation
#gardenupdates
#odiagarden
#gayatreesdreamgarden
#odisha
#viral
#2023
#viralvideo 2023
Thanks for watching ❤️.... Keep Loving GAYATREE'S DREAM GARDEN 🌸.... Thank you 🥰....🙏🙏🙏🙏🙏💐💐💐💐💐
ସମସ୍ତଙ୍କୁ ମୋର ନମସ୍କାର ଏବଂ ଢେରସାରା ଭଲପାଇବା।ମୁଁ ଗାୟତ୍ରୀ, ଗେଣ୍ଡୁ ଗଛର ଡାଳ ଲଗାଇ ୧୫ ଦିନରେ କିପରି ସେଥିରୁ ଫୁଲ ପାଇପାରିବେ ସେହି ବିଷୟରେ ଆଜିର ଭିଡିଓରେ ଆପଣମାନଙ୍କ ସହ ଆଲୋଚନା କରିଛି । ଆଶା କରୁଛି ଆଜିର ଭିଡିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।🙏🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: