ପ୍ରଫେସର ରବୀନ୍ଦ୍ରନାଥ ପ୍ରଧାନ ଙ୍କ ରଚିତ ଆତ୍ମ ଚିନ୍ତନ ପୁସ୍ତକ ର ଉନ୍ମୋଚନ ସମାରୋହ ॥
Автор: SATABDI CREATION ଶତାବ୍ଦୀ କ୍ରିଏସନ
Загружено: 2025-06-30
Просмотров: 102
Описание: ବରଗଡ଼ ର ଗାନ୍ଧୀ ସ୍ମୃତି ପାଠାଗାର ଠାରେ ତାରିଖ ୨୯/୦୬/୨୫ ସନ୍ଧ୍ୟାରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ପୁସ୍ତକ ଉନ୍ମୋଚନ ସମାରୋହ ହୋଇଥିଲା । ଆଇନଜୀବୀ ଅଚ୍ୟୂତା ନଂଦ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏବଂ ତରଣୀସେନ ବୁଧିଆ ଙ୍କ ସଂଯୋଜନା ରେ ହୋଇଥିବା ଏହି ସଭା ରେ ପ୍ରଫେସର ସୁରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି , ଡ଼ ଉଦ୍ଧବ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଉମେଶ ମହାପାତ୍ର ପୁସ୍ତକ ର ସମୀକ୍ଷା କରିଥିଲେ ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: