Aradhana Mu Karibi || ଆରାଧନା ମୁ କରିବି || New Odia Christian Devotional Song 2025 || Eliya Benia
Автор: Eliya Benia Official
Загружено: 2025-10-11
Просмотров: 4891
Описание:
Welcome to ELIYA BENIA OFFICIAL
ସର୍ବ ପ୍ରଥମେ ଆମ ଉଦ୍ଧାରକର୍ତ୍ତା, ସୃଷ୍ଟି କର୍ତ୍ତା, ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ, ସଙ୍ଗୀତ ପ୍ରିୟ ମୋର ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ Eliya Benia official ତରଫରୁ କୃତଜ୍ଞତା ଜଣାଏ, ପୁନର୍ବାର ଆମେ ଏକ ନୂତନ ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଛୁ ଏହି ଗୀତଟି, Aradhana ବିଷୟକୁ ନେଇ ଆଧାରିତ କରାଯାଇଅଛି l ଆଶା କରୁଛୁ ଏହି ଗୀତଟି ସମସ୍ତଙ୍କୁ ଭଲ ଲାଗିବ l ପ୍ରିୟ ଖ୍ରୀଷ୍ଟ ବିଶ୍ଵାସୀ ଭାଇ ଓ ଭଉଣୀ ସଭିଙ୍କୁ ମୋର ଅନୁରୋଧ ଏହି ଗୀତର Full Video Upload ହୋଇଅଛି l ଆଶା କରୁଛୁ ଏହି ଗୀତ ଆପଣ ମାନଙ୍କୁ ବହୁତ୍ ଭଲ ଲାଗିବ l ଯଦି ଭଲ ଲାଗେ ତେବେ LIKE. SHARE. SUBSCRIBE କରି COMMENT କରିବାକୁ ଭୁଲିବେ ନାହିଁ :(Praise the lord)
Aradhana Mu Karibi || ଆରାଧନା ମୁ କରିବି || New Odia Christian Devotional Song 2025 || Eliya Benia
✝️ ELIYA BENIA OFFICIAL PRESENTS✝️
Audio Credit
-------------
🎧 Title - ARADHANA MU KARIBI
🎧 Singer - ELIYA BENIA
🎧 Producer - BRUHASPATI & HEMOJINI
🎧 Lyrics - SUNDAR KUMAR
🎧 Music - BIKASH CH. SAHU
🎧 Dub At - GHUMURA STUDIO MADANPUR RAMPUR
🎧 Mixing & Mastering - BIKASH CH. SAHU
🎧 Dop & Edit - AKASH JACK & AJ DGNR
🎧Channel Owner - ELIYA BENIA
🎶 Poster : Jisi JR GFX
🎶Special Thanks : Priyatama, Thama, Mikhael, & Mom Dad
-------------------------------------------------------------------------------------------------------------------
📃 Lyrics✍📜
ଆରାଧନା ମୁଁ କରିବି
ଯୀଶୁ ତୁମ ନାମରେ..
ବନ୍ଦନା ମୁଁ କରିବି..
ପ୍ରଭୁ ତୁମ ଚରଣେ..
ଭଜିବି ସର୍ବଦା ତୁମ ସେହି ମହାନାମେ...
ଗାଇବି ତୁମ ସେହି ଗୁଣ ସଦାବେଳେ...
ଆରାଧନା...
0
ମନପ୍ରାଣ ଦେଇ ସେବା କରିବି
ଅନ୍ତକରଣ ଦେଇ ପୂଜା କରିବି
ବଞ୍ଚିଥିବା ଯାଏ ସାଥେ ରହିବି..
ପ୍ରଂଶସା ଗୌରବ କରିଥିବି
ଭଜିବି ସର୍ବଦା ତୁମ ସେହି ମହାନାମେ..
ଗାଇବି ତୁମ ସେହି ଗୁଣ ସଦାବେଳେ..
ଆରାଧନା...
1-
ଦୁଃଖ କଷ୍ଟ ଯେତେ ବି ଆସୁ
ସେବାଜୀବନରେ ମୁଁ ସହିଯିବି..
ମୋ ପ୍ରାଣ ମୋ ମନ ମୋ ଧଧ୍ୟାନ
ସ୍ଵର୍ଗଆଡ଼େ ରଖିବି.
କାରଣ ଯୀଶୁ ମତେ ପ୍ରେମ କଲେ.
ମତେ ଉଦ୍ଧାର କଲେ ବିପଦରେ...
ଆରାଧନା...
2
#aradhanmukaribi
#amitpaninewsong
#music
#aradhana
#worship
#newodiasong
#newodiachristiansong
#song
#aseemapanda
#humansagar
#sashank
#hankdigal
#timatimajhi
#timati
#worshipsong
#hanakdigal
#amitpaninewsong
Don’t forget to Like, Share & Subscribe to Eliya Benia official YouTube Channel for more spirit-filled songs and messages.
!!* ANTI-PRIVACY WARNING *!!⚠️
This content is copyright to Eliya Benia Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.⚠️🚫
Повторяем попытку...
Доступные форматы для скачивания:
Скачать видео
-
Информация по загрузке: