ଆମେରିକା ରେ ଗ୍ରସରୀ ସବୁ କେତେ ପଡେ? ଏଠିକା ଦୋକାନରେ କଣ ମିଳେନି ? Grocery prices in USA| America ru khati
Автор: America ru Khati
Загружено: 2021-02-10
Просмотров: 334334
Описание:
ନମସ୍କାର |ଜୟଜଗନ୍ନାଥ |
ଏଇ ଭିଡ଼ିଓ ଟିରେ ମୁଁ ମୁଁ ଆପଣ ମାନଙ୍କୁ ନେଇକି ଯାଉଛି ଏଠି ଆମେରିକା ରେ ଗୋଟେ ଗ୍ରୋସରୀ ଦୋକାନ କୁ | ସବୁ ଜିନିଷ ଏଠି କେତେ ଦାମ ସେଟା ଆପଣ ଏଇ ବ୍ଲୋଗ ରେ ଦେଖିପାରିବେ| ତା ଛଡା ମୁଁ ଏହି ଓଡ଼ିଆ ବ୍ଲୋଗ ରେ ଦେଖେଇଛି କଣ ସବୁ ଜିନିଷ ଏଠି ଆମେରିକା ରେ ମିଳେ ଆଉ କଣ ସବୁ ମିଳେନି|
ଆଶା କରୁଛି ଆପଣମାନେ ଖୁବ enjoy କରିବେ| ଯଦି ଭିଡ଼ିଓ ଟି ଭଲ ଲାଗିଲା ନିଶ୍ଚୟ like କରିଦିଅନ୍ତୁ ଏବଂ ଚାନେଲ କୁ subscribe କରିଦିଅନ୍ତୁ | ଖୁବ ଶୀଘ୍ର ଆମର ପୁଣି ଦେଖା ହେବ next ଭିଡ଼ିଓ ରେ | ସେଯାଏ, ଭଲରେ ଥାନ୍ତୁ ଆଉ ଭଲ ପାଉଥାନ୍ତୁ |
#grocerypriceodiavlog #groceryshoppinginamerica #Americarukhati #odiavloggerinamerica #odiavloggerswagatika #odialifestyle #odiajhia #ameodia #odiapk #odiavlogger #odiavlogs #swagatikadash #groceryrate #americalife
..................................................................................................................
My Handels
Facebook : / iamswagdash
Instagram : https://www.instagram.com/iamswagdash...
.........................................................
ମୋର ଭିଡ଼ିଓ ସବୁ ଲିଷ୍ଟ ଏଠି, ଯଦି ଦେଖିନାହାନ୍ତି ତେବେ ନିଶ୍ଚୟ ଦେଖିନିଅନ୍ତୁ
ଆମେରିକାରେ କେମିତି ଭରୁ ନିଜେ ନିଜ ଗାଡି ରେ ପେଟ୍ରୋଲ, ଦେଖନ୍ତୁ ଏଠିକା ପେଟ୍ରୋଲପମ୍ପ
• ଆମେରିକାରେ ଗାଡ଼ିରେ କେମିତି ନିଜେ ଭରୁ ପେଟ୍ରୋଲ|...
ଆମେରିକା ରେ କେମିତି ହୁଏ ଘର ପ୍ରତିଷ୍ଠା ପୂଜା
• ଆମେରିକାରେ କେମିତି ହୁଏ ଗୃହପ୍ରବେଶ ପୂଜା | ଏଠି ...
ଆମେରିକା ରେ snow ଖେଳ ର ମଜା
• ଆମେରିକାର ଏଇ ହ୍ରଦଟିରେ ଖରାଦିନେ ଭର୍ତିପାଣି କିନ...
ବାସନା ମଜା ଯନ୍ତ୍ର ବା dishwasher
• ବାସନମଯା ଯନ୍ତ୍ର ବା Dishwasher | କେତେ ଭଲ ଆଉ ...
ରୁଟି ଉପାଖ୍ୟାନ |ଆଧୁନିକ ରୁଟି ତିଆରିକରୁଥିବା ରୋବଟ
• ରୁଟି ଉପାଖ୍ୟାନ |ଆସନ୍ତୁ ଦେଖିବା ନୂଆ Rotimatic...
New year Party Vlog
• ନୂଆବର୍ଷ celebration ବ୍ଲୋଗ |ଆମେରିକାରେ କଲୁ ଏ...
କେମିତି ପାଳିଲୁ ଖ୍ରୀଷ୍ଟମାସ ଆମେରିକା ରେ ବ୍ଲୋଗ
• ବଣଭୋଜି ଷ୍ଟାଇଲ ଚିକେନ ତରକାରୀ, ଆଂଗୁଠି ଚାଟି ଖା...
ବିଦେଶିନୀ ଙ୍କ ପଖାଳ ଖିଆ Odia Vlog :
• ବିଦେଶିନୀ ମଜା ନେଲେ ପଖାଳର |Foreigner reactio...
ଆମେରିକା ରେ Housetour Vlog :
• ଆମେରିକାରେ ଘର design କେମିତିକା ଥାଏ ? House T...
ଆମେରିକା ରେ କାଠ ଘର କାଇଁକି ଓ କେମିତି ତିଆରି ହୁଏ
• ଆମେରିକାରେ କାଠଘର କାହିଁକି ଓ କେମିତି ହୁଏ ଦେଖିଲ...
କେମିତି ଏତେ ସଫା ଆମେରିକା , ଆମେରିକା ରେ ସଫେଇ କରେ ୨କୋଟି ଦାମର ଗାଡି
• ଆମେରିକା କେମିତି ଏତେ ସଫା ? Road cleaning, ga...
ଆମେରିକା ବଣରେ ବୁଲିବା,ଖାଇବା ଆଉ ଖଟି କରିବା
• ଆମେରିକା ରେ ଜଙ୍ଗଲ ଓ ଝରଣା ଦେଖିବା | ଆମେରିକାର ...
ମୋର Introduction Vlog:
• ମୁଁ କିଏ ? କଣ ଦେଖିବେ ଏଇ ଚାନେଲ ରେ ? l Introd...
୬୦ ମିନିଟ ରେ party ଡେକୋରେସନ Vlog:
• ମାତ୍ର ୬୦ ମିନିଟ ଭିତରେ ସହଜରେ କରନ୍ତୁ party ଡେ...
ଆମେରିକା ର ସବୁଠୁ ଶସ୍ତା ଦୋକାନ vlog
• ଆମେରିକା ରେ ସବୁଠୁ ଶସ୍ତା ଦୋକାନ | ହରେକମାଲ ମାତ...
ମୋର Hindi Vlog Channel:
/ @itsadashday2968
Повторяем попытку...
Доступные форматы для скачивания:
Скачать видео
-
Информация по загрузке: