ନବରଙ୍ଗପୁର ରୁ ୮୧ ଟି ଗାଈକୁ , ହାଇଦ୍ରାବାଦକୁ ହେଉଥିଲା ଚୋରାଚାଲାଣ l Illegal Cattle smuggling in Malkangiri
Автор: Pratidin TV
Загружено: 2026-03-14
Просмотров: 177
Описание:
ନବରଙ୍ଗପୁର ରୁ ୮୧ ଟି ଗାଈକୁ କଣ୍ଟେନରରେ ଭର୍ତ୍ତି କରି , ହାଇଦ୍ରାବାଦକୁ ହେଉଥିଲା ଚୋରାଚାଲାଣ l ମାଲକାନଗିରି ଜିଲ୍ଲାରେ ଧରାପଡିଲେ ଗୋ ଚୋରାଚାଲାଣକାରୀ। ନବରଙ୍ଗପୁର ଜିଲ୍ଲାରୁ ୮୧ ଗାଈକୁ ଏକ ନିବୁଜ କଣ୍ଟେନର ମଧ୍ୟରେ ଭର୍ତ୍ତି କରି କରାଯାଉଥିଲା ଚୋରାଚାଲାଣ। ମାଲକାନଗିରି ଜିଲ୍ଲା ଚେକ୍ ପୋଷ୍ଟ ନିକଟରେ ମାଡ଼ି ବସିଲା ପୁଲିସ। ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ଆଦର୍ଶ ଥାନା ପୋଲିସକୁ ସକାଳ ପାଟ୍ରୋଲିଂ ବେଳେ କଣ୍ଟେନରରେ ଗାଈ ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା। ଥାନାଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ କଣ୍ଟେନରକୁ ଅଟକାଇ ଯାଞ୍ଚ କରିବାରୁ କଣ୍ଟେନର ଭିତରେ ୮୧ ଗାଈ ଥିବା ଜଣାପଡ଼ିଥିଲା। କଣ୍ଟେନର ସହ ଡ୍ରାଇଭରକୁ ଅଟକ ରଖାଯାଇଛି।Illegal Cattle Smuggling Vehicle Seized in Malkangiri
#malkangiri #cattlesmuggling
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: