ବୋରିଗୁମ୍ମା-ପ୍ରଥମ ସ୍ତ୍ରୀ ର ଧାରଣା ପରେ ଦ୍ବିତୀୟ ବାହା କରୁଥିବା ସ୍ୱାମୀ ଥାନାରେ ଅଟକ
Автор: Borigumma news
Загружено: 2025-03-02
Просмотров: 126245
Описание: ବୋରିଗୁମ୍ମା-ଏପଟେ ପ୍ରଥମ ସ୍ତ୍ରୀ ସ୍ୱାମୀ ର ବିବାହ କାର୍ଡ ଧରି ଥାନା ଆଗରେ ଧାରଣା ଦେଉଥିଲେ।ସେପଟେ ସ୍ୱାମୀ ଦ୍ଵିତୀୟ ବିବାହ କରିଥିଲେ।ପ୍ରଥମ ସ୍ତ୍ରୀ ଙ୍କ ଧାରଣା ପରେ ଦ୍ଵିତୀୟ ବାହାଘର କରୁଥିବା ସ୍ୱାମୀକୁ ଥାନା କୁ ଉଠାଇ ଆଣିଲା ପୋଲିସ।ଏଭଳି ଦୃଶ୍ୟ ବୋରିଗୁମ୍ମା ଥାନା ଦୁଲା ଗୁଡ଼ାରୁ ଆସିଛି।ବରପିଲା ଜଣକ କୁଆଡେ ଆଗରୁ ଜଣେ ମହିଳା ଙ୍କୁ ବିବାହ କରିଥିଲେ ତାଙ୍କର ଗୋଟିଏ୧୬ବର୍ଷର ସନ୍ତାନ ବି ରାଗିଛି।ଏଭଳି ସ୍ଥଳେ ବ୍ୟକ୍ତି ଜଣକ ଆଜି ଆଉ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରୁଥିବା ଅଭିଯୋଗ ଆଣିଥିଲେ ନିଜକୁ ପ୍ରଥମ ସ୍ତ୍ରୀ କହୁଥିବା ମହିଳା ଜଣକ।#koraput #borigumma ps#borigumma news
Повторяем попытку...
Доступные форматы для скачивания:
Скачать видео
-
Информация по загрузке: