MDC-Education//Unit-1//ବାରିମଣ୍ଡଳ, ବାୟୁମଣ୍ଡଳ, ଅଶ୍ମମଣ୍ଡଳ, ଜୈବମଣ୍ଡଳ//NEP -2020//Selected Q & Ans
Автор: STUDY WITH PRIYADARSINI
Загружено: 2026-02-23
Просмотров: 59
Описание:
ନମସ୍କାର ବନ୍ଧୁଗଣ!
ଆଜିର ଏହି ଭିଡିଓରେ ଆମେ +3 1st Semester MDC-Education (Unit-1) ର ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା: ବାରିମଣ୍ଡଳ (Hydrosphere), ବାୟୁମଣ୍ଡଳ (Atmosphere), ଅଶ୍ମମଣ୍ଡଳ (Lithosphere) ଏବଂ ଜୈବମଣ୍ଡଳ (Biosphere) ବିଷୟରେ ଆଲୋଚନା କରିବା। NEP-2020 ଅନୁଯାୟୀ ପରୀକ୍ଷାରେ ଆସିବାକୁ ଥିବା କିଛି Selected Questions & Answers ଏଠାରେ ଦିଆଯାଇଛି।
Topics Covered:
ବାରିମଣ୍ଡଳ ଓ ଏହାର ବିଭିନ୍ନ ସ୍ତର
ବାୟୁମଣ୍ଡଳର ଗଠନ
ଅଶ୍ମମଣ୍ଡଳ ଏବଂ ଜୈବମଣ୍ଡଳର ଗୁରୁତ୍ୱ
Selected Long & Short Questions for Exam
ଯଦି ଭିଡିଓଟି ଭଲ ଲାଗେ, ତେବେ Like, Share ଏବଂ Subscribe କରନ୍ତୁ। ଧନ୍ୟବାଦ!
Join On Teligram channel 👇
👉 https://t.me/Pp637b
Повторяем попытку...
Доступные форматы для скачивания:
Скачать видео
-
Информация по загрузке: