ଏ କ୍ୟାମେରା ବନ୍ଦ କର କ୍ୟାମେରା ବନ୍ଦ କର…. | Odisha Reporter
Автор: Odisha Reporter
Загружено: 2026-03-07
Просмотров: 3974
Описание:
#ଏ_କ୍ୟାମେରା_ବନ୍ଦ_କର_କ୍ୟାମେରା_ବନ୍ଦ_କର….
ଗତ ବର୍ଷ ଅପେକ୍ଷା ୨୦ ପ୍ରତିଶତ ବୃଦ୍ଧି ପାଇଛି ସିଏମସିର ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ। କାଉନସିଲରେ ପାସ ବା ଅନୁମୋଦନ ହେବା ପରେ ଏହାକୁ ରାଜ୍ୟ ସରକାରଙ୍କୁ ପଠାଇବ କଟକ ମହାନଗର ନିଗମ। ମୋଟ ଏକ ହଜାର ଦୁଇ ଶହ ୬୭ କୋଟି ଟଙ୍କାର ବଜେଟ ଆଜି କାଉନସିଲ୍ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଏହି ବଜେଟକୁ ନେଇ କିଛି କର୍ପୋରେଟର ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦେଖନ୍ତୁ ସେହି ସମୟର ଭିଡିଓ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #cmc #councilmeeting #cuttack #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: