Ramchandi Picnic Vlog 😍 | College Picnic | Food, Dance & Beach View
Автор: Smruti Love Vlogs
Загружено: 2026-01-13
Просмотров: 125
Описание:
ଆଜିର ଏହି vlog ରେ ଆପଣମାନେ ଦେଖିବେ College Picnic ର ପୁରା full enjoy moment 😍
ଏହି vlog ରେ ଆମେ ଯାଇଛୁ ରାମଚଣ୍ଡୀ (Ramchandi Beach), ଯାହା Odisha ର ଗୋଟେ ବହୁତ ସୁନ୍ଦର ଓ popular picnic place।
ଆଜିର vlog ରେ ଆପଣମାନେ କେବଳ ରୋନି ଙ୍କୁ ଦେଖିବେ, କାରଣ କିଛି ଜରୁରୀ କାମ ଥିବାରୁ ମୁଁ picnic କୁ ଯାଇପାରିନଥିଲି।
କିନ୍ତୁ ରୋନି ଙ୍କ ମାଧ୍ୟମରେ ଆପଣମାନେ ଦେଖିପାରିବେ |
College picnic ର food preparation, dance, fun, beach view ଓ ମଜାଦାର ମୁହୂର୍ତ୍ତ।
ଏହି vlog ରେ ଆପଣମାନେ ଦେଖିବେ👇
👉 College friends & lecture ମାନଙ୍କ picnic journey
👉 Konark ଗୋପେ famous ଦହିବରା stop
👉 Ramchandi Maa ଙ୍କ ଦର୍ଶନ
👉 Picnic special food – chicken, pakoda, rice & more
👉 River ଓ sea ର beautiful meeting point
👉 Chandrabhaga beach ର sunset view
👉 Bus ଭିତରେ dance ଓ full masti
Ramchandi Beach ହେଉଛି ଏମିତି ଗୋଟେ place, ଯେଉଁଠି ନଦୀ ଓ ସମୁଦ୍ର ଏକାଠି ଦେଖିବାକୁ ମିଳେ, ଯାହା picnic ପାଇଁ ସତରେ perfect।
ଯଦି ଆପଣମାନେ college picnic, beach vlog, travel vlog ଓ fun vlog ପସନ୍ଦ କରନ୍ତି, ତେବେ ଏହି video ଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
👉 Video ଟି ଭଲ ଲାଗିଲେ Like 👍 | Comment 💬 | Share 🔄 କରନ୍ତୁ
👉 Channel କୁ Subscribe କରି ନୂଆ ନୂଆ vlog ଦେଖନ୍ତୁ
ଆପଣମାନେ କେବେ Ramchandi Beach କିମ୍ବା Chandrabhaga ଯାଇଛନ୍ତି କି?
ନିଜ ଅନୁଭୂତି comment ରେ share କରନ୍ତୁ 😊
ନମସ୍କାର 🙏
ଜୟ ଜଗନ୍ନାଥ 🕉️
#ramchandi #picnicvlog #picnicvibes #collegevlog #odiavlog #odiavlogger #beachvlog #beachvibes #puri #purivlog #collegelife #travelvlog #beachlife #friendsvlog #enjoyment #fulldayvlog #dancevlog #funwithfriends #musicdance #picnicfun #picnicfood #chickenpokora #chickenparty #foodvlog #odiafood #chandrabhaga #chandrabhagabeach #konark #exploreodisha #odishatourism #rupapintukhusiexpress #funnyanugulia #odiabhainavlogs #takeabreak #otv #kanaknews #news7 #nandighoshatv #news18odia #argusnews #bbcnews #pratidintv #odiamirchi #odishaprabhab #bbcnews #konarknews #viralvlogs #trendingvlogs #vlog #vlogger #vlogging #vloggerlife #vlogginglife #vloggerlifestyle #vlogginglifestyle #support #supportme #supportmychannel #subscribe #subscribemychannel #smrutironivlogs @smrutironivlogs
Повторяем попытку...
Доступные форматы для скачивания:
Скачать видео
-
Информация по загрузке: