ଚନ୍ଦ୍ରଗ୍ରହଣରେ କେମିତି ହେବ ମହାପ୍ରଭୁଙ୍କ ନୀତିକାନ୍ତି ? || Lunar Eclipse on Dola Purnima ||Odisha Reporter
Автор: Odisha Reporter
Загружено: 2026-02-22
Просмотров: 1839
Описание:
#ଚନ୍ଦ୍ରଗ୍ରହଣରେ_କେମିତି_ହେବ_ମହାପ୍ରଭୁଙ୍କ_ନୀତିକାନ୍ତି ?
ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ। ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ।ଏଥର ଦୋଳ ପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ। କେତେବେଳେ ଗ୍ରହଣ ସ୍ପର୍ଶ କରିବ ଆଉ କେତେବେଳେ ସର୍ବ ମୋକ୍ଷ ହେବ। ଏଭଳି ଅନେକ ପ୍ରଶ୍ନକୁ ନେଇ ସାଧାରଣ ଲୋକେ ପାଞ୍ଜି ଓ କ୍ୟାଲେଣ୍ଡର ଉଣ୍ଡାଳୁଥିବା ବେଳେ ଜାଣନ୍ତୁ କ’ଣ କହୁଛନ୍ତି ଜ୍ୟୋତିର୍ବିତ।
#LunarEclipse_DolaPurnima #ChandraGrahan_2026 #FestivalUpdate_DolaPurnima #AstrologyAlert_Grahan #KetuGrasta #PaakTyaag #RashiImpact #HinduAlmanac #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: