ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

300 ରୁ ଅଧିକ ପ୍ରଜାତିର ଚାରା ଗଛ ଏବେ ଗୋଟେ nursery ରେ 😱 || Mr Mayurbhanjiaaa || E-farming Odisha

Автор: Mr Mayurbhanjiaaa

Загружено: 2025-10-04

Просмотров: 6826

Описание: 300 ରୁ ଅଧିକ ପ୍ରଜାତିର ଚାରା ଗଛ ଏବେ ଗୋଟେ nursery ରେ 😱 || Mr Mayurbhanjiaaa || @EfarmingOdisha #plants #nursery #mangoplants #odiavlog #efarmingodisha #farming #grafted #grafting #fruitplantnursery #efarmingagrokart #viralvideo #farminglife #farmer #odia #fruitplants #flowers #flowerpainting #odisha #mayurbhanj #baripada #mrmayurbhanjiaaa
.
.
.
.
.
---------------------------------------------------------------------------

👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :-    / @efarmingodisha  
👉 Location:- https://maps.app.goo.gl/cnY1SxkAH2uqv...
👉 Strawberry Farming Video Link:-    • ଯୁବକଙ୍କ ଓଡ଼ିଶାରେ ଷ୍ଟ୍ରୋବେରୀ ଚାଷ || Strawbe...  

---------------------------------------------------------------------------

💥 Strawberry Farming In Mayurbhanj Video Link :-    • STRAWBERRY 🍓 FARMING | FIRST TIME IN MAYUR...  
Follow Us On -  

Instagram -
  / mr_mayurbhanjiaaa  

Facebook -
  / profile.php  

Watsapp -
https://whatsapp.com/channel

YouTube -
   / @mrmayurbhanjiaaa  

---------------------------------------------------------------------------

ଗଛ ଲଗାଇବା ପଦ୍ଧତି

ଲଗେଇବା ସମୟରେ କେବଳ ଶଢା ଗୋବର ଖତ ୪-୫ କି.ଗ୍ରା । ଲଗେଇ ସାରିବା ପରେ ସ୍ୱଭାବିକ ପାଣି ଦେଇସାରି ପ୍ରତି ଗଛ ପିଛା ୨ ଲିଟର ପାଣି ସହ Chloropyriphos 20% EC କୁ ୪ ml ଏବଂ ଫଙ୍ଗସ ପାଇଁ Carbendazim 12%+ Mancozrb 63% wpର ପାଉଡର ୪ ଗ୍ରାମ ଏକା ସାଙ୍ଗରେ ମିଶ୍ରଣ କରି ଗଛ ମୂଳରେ ଢାଳନ୍ତୁ ।
ଗଛ ଲାଗେଇବାର ୨୦-୨୫ ଦିନ ଭିତରେ ଗ୍ରାଫଟିଂ ରେ ବନ୍ଧା ଯାଇଥିବା ଜରିକୁ ଖୋଲି ଦିଅନ୍ତୁ ।

ଗଛ ଲଗେଇବାର ଏକ ମାସ ପରେ ଗଛ ମୂଳରୁ ଏକ ଫୁଟ ଛାଡି ଗୋଲାକାର ଆକାରରେ(ରିଙ୍ଗ) ମାଟି ବାହାର କରନ୍ତୁ । ସେଥିରେ ୫୦ ଗ୍ରାମ ସୋରିଷ ପିଡ଼ିଆ , (ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର(ବଜାରରେ ଗୋଟିଏ ପ୍ୟାକେଟରେ ଉପଲବ୍ଧ) ୫୦ ଗ୍ରାମ ,୪ କିଗ୍ରା ଶଢା ଗୋବର ଖତ , NPK ୧୦-୨୬-୨୬ ସାର 50 ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ ।

ଛଅ ସପ୍ତାହ ପରେ NPK ୧୯-୧୯-୧୯ Water soluble କୁ ୧୫ ଲିଟର ପାଣିରେ ୧୪୦ ଗ୍ରାମ ମିଶେଇ ଗଛରେ ସ୍ପ୍ରେ କରନ୍ତୁ ।
ଛଅ ସପ୍ତାହ ପରେ ଗଛ ମୂଳରୁ ଦେଢ଼ ଫୁଟ ଛାଡ଼ି ରିଙ୍ଗ ବନେଇ ଦିଅନ୍ତୁ ଏବଂ ସେଥିରେ ୧୦୦ ଗ୍ରାମ ନିମ ପିଡ଼ିଆ , NPK ୨୮-୨୮-୦ ଗ୍ରାମ ,(ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର(ବଜାରରେ ଗୋଟିଏ ପ୍ୟାକେଟରେ ଉପଲବ୍ଧ) ୫୦ ଗ୍ରାମ, ଶଢା ଗୋବର ଖତ ୫ କିଗ୍ରା ଦେଇ ମାଟି ଘୋଡ଼େଇ ଦିଅନ୍ତୁ ।
ଛଅ ସପ୍ତାହ ପରେ ଗଛ ମୂଳରୁ ଦୁଇ ଫୁଟ ଛାଡ଼ି ରିଙ୍ଗ ବନେଇ ଦିଅନ୍ତୁ ଏବଂ ସେଥିରେ ସୋରିଷ ପିଡ଼ିଆ ୧୫୦-୨୦୦ ଗ୍ରାମ , ଶଢା ଗୋବର ୫ ରୁ ୬ କିଗ୍ରା , ବୋରନ୍ ୫୦ ଗ୍ରାମ , DAP ସାର ଦେଢ଼ଶହ ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ ।
ଛଅ ସପ୍ତାହ ପରେ ଗଛ ମୂଳରୁ ଅଢ଼େଇ ଫୁଟ ଛାଡ଼ି ରିଙ୍ଗ ବନାନ୍ତୁ ଏବଂ ସେଥିରେ ୫-୬ କିଗ୍ରା ଶଢ଼ା ଗୋବର ଖତ , ନିମ ପିଡ଼ିଆ ୧୫-୨୦୦ ଗ୍ରାମ , NPK ୧୦-୨୬-୨୬ ସାର ୧୫୦ ରୁ ୨୦୦ ଗ୍ରାମ,(ସଲଫର, ବୋରନ୍,କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ୍,ଫସଫରସ)ର ମିଶ୍ରିତ ସାର ୧୦୦ ଗ୍ରାମ ଦେଇ ମାଟି ଘୋଡ଼େଇ ଦିଅନ୍ତୁ ।

---------------------------------------------------------------------------

plants
nursery
fruits plants nursery
flowers plant nursery
farming
fruit farming
grafting
viral video
educational video
plant education
tree plantation
carabao mango
world biggest mango plant
efarming odisha
efarming agrokart
baripada
mayurbhanj
plant information
informational video
saplings
Mr Mayurbhanjiaaa

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
300 ରୁ ଅଧିକ ପ୍ରଜାତିର ଚାରା ଗଛ ଏବେ ଗୋଟେ nursery ରେ 😱 || Mr Mayurbhanjiaaa || E-farming Odisha

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମିଳିଗଲା ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ ଚାରା ସାଙ୍ଗକୁ ନାଲି ଚନ୍ଦନ ଚାରା 😱 ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା ମିଳିବ

ମିଳିଗଲା ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ ଚାରା ସାଙ୍ଗକୁ ନାଲି ଚନ୍ଦନ ଚାରା 😱 ୩୦୦ ରୁ ଉର୍ଦ୍ଧ Exotic ଗଛର ଚାରା ମିଳିବ

୩୦ରୁ ଅଧିକ ପ୍ରଜାତିର ଆମ୍ବ ଚାରା E-Farming AgroKart ନର୍ସରୀ ରେ ଉପଲବ୍ଧ || Best Nursery In Odisha

୩୦ରୁ ଅଧିକ ପ୍ରଜାତିର ଆମ୍ବ ଚାରା E-Farming AgroKart ନର୍ସରୀ ରେ ଉପଲବ୍ଧ || Best Nursery In Odisha

ଗୋଟିଏ ଗଛରେ ୪ ବର୍ଷ ଧରି ଫଳୁଛି କୁନ୍ଦୁରୀ || Organic Vegetables & Medicinal Plants Tour @EfarmingOdisha

ଗୋଟିଏ ଗଛରେ ୪ ବର୍ଷ ଧରି ଫଳୁଛି କୁନ୍ଦୁରୀ || Organic Vegetables & Medicinal Plants Tour @EfarmingOdisha

Free Delivery Nursery Tree hybrid exotic Collection all varieties plants, Fruit, Seeds Odisha Bs

Free Delivery Nursery Tree hybrid exotic Collection all varieties plants, Fruit, Seeds Odisha Bs

ବର୍ଷରେ ୩ ଥର ବାରମାସୀ ମିଠା ଆମ୍ବ || Thai Katimon (All Season Sweet Mango) #sweet #mango

ବର୍ଷରେ ୩ ଥର ବାରମାସୀ ମିଠା ଆମ୍ବ || Thai Katimon (All Season Sweet Mango) #sweet #mango

First Time in Odisha Hybrid Fruit, Flower nursery tree Largest Collection sale E Farming Odisha

First Time in Odisha Hybrid Fruit, Flower nursery tree Largest Collection sale E Farming Odisha

Protray ରେ ପନିପରିବା ଚାରା ଗୋଟିଏ decimil ଜମି ରୁ ଲକ୍ଷପତି

Protray ରେ ପନିପରିବା ଚାରା ଗୋଟିଏ decimil ଜମି ରୁ ଲକ୍ଷପତି

Free Delivery Nursery Tree hybrid Collection all varieties plants Flowers, Fruit, Seeds Odisha Bs

Free Delivery Nursery Tree hybrid Collection all varieties plants Flowers, Fruit, Seeds Odisha Bs

Desi Kukuda chasa Odia [1000 ଦେଶୀ କୁକୁଡ଼ା ପାଳନ ] desi kukuda farming in odisha

Desi Kukuda chasa Odia [1000 ଦେଶୀ କୁକୁଡ଼ା ପାଳନ ] desi kukuda farming in odisha

କୁଚିଣ୍ଡାର ସଫଳ ସେଓ ଚାଷୀ କେମିତି କରୁଛନ୍ତି ସେଓ ଚାଷ || How to start apple farming in Odisha || #hrmn99

କୁଚିଣ୍ଡାର ସଫଳ ସେଓ ଚାଷୀ କେମିତି କରୁଛନ୍ତି ସେଓ ଚାଷ || How to start apple farming in Odisha || #hrmn99

ପନିପରିବା ଚାଷ କୁ ଛାଡି ଏହି ଚାଷ ରେ🚀 25 Dismil ଏରିଆ ରୁ 4 ଲକ୍ଷ୍ୟ Income କରୁଛନ ଜଣେ ଚାଷୀ !!!

ପନିପରିବା ଚାଷ କୁ ଛାଡି ଏହି ଚାଷ ରେ🚀 25 Dismil ଏରିଆ ରୁ 4 ଲକ୍ଷ୍ୟ Income କରୁଛନ ଜଣେ ଚାଷୀ !!!

୧୦୦ ରୁ ଅଧିକ ପ୍ରଜାତିର ଫଳ ଚାରା || Best Fruit Plants Nursery In Odisha || E-farming AgroKart ||

୧୦୦ ରୁ ଅଧିକ ପ୍ରଜାତିର ଫଳ ଚାରା || Best Fruit Plants Nursery In Odisha || E-farming AgroKart ||

Thai Kashmir Apple Ber Complete Farming Process in Odisha | A Success Story | Contact:  86184 86335

Thai Kashmir Apple Ber Complete Farming Process in Odisha | A Success Story | Contact: 86184 86335

ଏତେବଡ ଛତୁ ଫାର୍ମ ଆଗରୁ ଦେଖିନଥିବେ || The Largest Mushroom Farm In Odisha. @EfarmingOdisha

ଏତେବଡ ଛତୁ ଫାର୍ମ ଆଗରୁ ଦେଖିନଥିବେ || The Largest Mushroom Farm In Odisha. @EfarmingOdisha

🌹ଗୋଲାପରୁ ମାସକୁ ୨ ଲକ୍ଷ🌹golap phula chasa kemiti kariba | Krushak sathi odisha #rosefarminginodisha

🌹ଗୋଲାପରୁ ମାସକୁ ୨ ଲକ୍ଷ🌹golap phula chasa kemiti kariba | Krushak sathi odisha #rosefarminginodisha

ଥାଇଲାଣ୍ଡ ବରକୋଳି ଚାଷ || Thailand Apple Ber farming. @EfarmingOdisha

ଥାଇଲାଣ୍ଡ ବରକୋଳି ଚାଷ || Thailand Apple Ber farming. @EfarmingOdisha

ସବୁଠୁ ଶସ୍ତା ଓ ସୁନ୍ଦର ଫର୍ଣ୍ଣିଚର୍ Lowest Price Furniture Sofa Bed Dining Table & Taj Mahal design Bad

ସବୁଠୁ ଶସ୍ତା ଓ ସୁନ୍ଦର ଫର୍ଣ୍ଣିଚର୍ Lowest Price Furniture Sofa Bed Dining Table & Taj Mahal design Bad

ମିଳିଗଲା ନାଲି ଚନ୍ଦନ ଗଛର ଚାରା 😃 | ୨୦୦ ରୁ ଉର୍ଦ୍ଧ Exotic ଗଛର ଚାରା ପାଇବେ ଏଠି | Best Nursery In Baripada

ମିଳିଗଲା ନାଲି ଚନ୍ଦନ ଗଛର ଚାରା 😃 | ୨୦୦ ରୁ ଉର୍ଦ୍ଧ Exotic ଗଛର ଚାରା ପାଇବେ ଏଠି | Best Nursery In Baripada

ଗ୍ରାଫଟିଙ୍ଗ ଚାରା ବିକି କୋଟିପତି || MA FAIDE KI BAAT

ଗ୍ରାଫଟିଙ୍ଗ ଚାରା ବିକି କୋଟିପତି || MA FAIDE KI BAAT

😳👉ଗୋଟେ ଗଛରେ ଅନେକ କଲରଫୁଲ କିପରି ପାଇବେ⁉️ how to grafting multicolour hibiscus tree,mandargachhagrafting

😳👉ଗୋଟେ ଗଛରେ ଅନେକ କଲରଫୁଲ କିପରି ପାଇବେ⁉️ how to grafting multicolour hibiscus tree,mandargachhagrafting

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]