“Time ନୁହେଁ… Excuse ହେଉଛି! 30 Minutes Skill ତୁମ ଜୀବନକୁ ବଦଳିଦେବ!”
Автор: Rasmi
Загружено: 2025-12-01
Просмотров: 128
Описание:
ସମୟ ସବୁଙ୍କ ପାଖରେ ସମାନ… କିନ୍ତୁ ପରିଣାମ ସବୁଙ୍କ ଅଲଗା।
Scroll କରିବାକୁ time ଅଛି…
କିନ୍ତୁ Skill ଶିଖିବା ପାଇଁ time ନଥାଏ?
ଦିନକୁ 30 min ଦିଅ— 30 ଦିନରେ ପରିବର୍ତ୍ତନ ଦେଖିବ।
Consistency is the real difference.
---ସମୟ ସବୁଙ୍କ ପାଖରେ ସମାନ…
କିନ୍ତୁ ପରିଣାମ ସବୁଙ୍କ ଅଲଗା। କାହିଁକି?
କାରଣ କେହି ସମୟକୁ ବ୍ୟବହାର କରନ୍ତି, ଆଉ କେହି ସମୟକୁ ବ୍ୟର୍ଥ କରନ୍ତି।
ଆମେ ସବୁେ ଦିନକୁ 24 ଘଣ୍ଟା ପାଉଛୁ। ତୁମେ, ମୁଁ, student, job holder, successful entrepreneur— ସମସ୍ତଙ୍କ time ସମାନ। ତାହେଲେ ତଫାତ୍ କେଉଁଠି?
ତଫାତ୍ ରହିଛି Priority ଭିତରେ।
Scroll କରିବାକୁ time ଅଛି… social media re hours କଟିଯାଏ, reels, memes, entertainment sabu dekhuchu…
କିନ୍ତୁ skill ଶିଖିବାକୁ, future build କରିବାକୁ, new opportunity create କରିବାକୁ time ନଥାଏ?
ସତ୍ୟ କହିଲେ time problem ନୁହେଁ— mindset problem।
ଜୀବନରେ ଯିଏ ନିଜ priority set କରିପାରେ, ସେଇ ଲୋକ ପରିବର୍ତ୍ତନ ଦେଖେ।
ଦିନକୁ 30 minutes— କେବଳ 30 minutes— ଯଦି ତୁମେ Skill learning ପାଇଁ ଦେବା…
କୋଣସି skill: digital marketing, editing, freelancing, English, coding, design, communication… କିଛି ହେଉ।
ମାତ୍ର 30 minutes daily consistency ତୁମ ଜୀବନକୁ 30 ଦିନ ଭିତରେ ଅଲଗା path re ନେଇଯିବ।
ପ୍ରଧାନ କଥା:
Consistency is the real difference.
Talent ନୁହେଁ, background ନୁହେଁ, chance ନୁହେଁ…
Consistency!
ଯିଏ ଦିନକୁ ଏକ କଦମ ଆଗକୁ ବଢେ, ସେମାନେ 1 month re ଅନ୍ୟ 90% ଲୋକଙ୍କୁ ଛାଡ଼ି ଆଗକୁ ଯାଇଥାନ୍ତି।
କେବଳ ଦିନକୁ 30 minutes ରେ ତୁମର ଜୀବନ ଚେଞ୍ଜ ହୋଇପାରେ—
କିନ୍ତୁ ସେ 30 minutes ତୁମେ scroll କରିବାରେ ହରାଇ ଦେଉଛ।
ତୁମେ ଆଜି ନିଷ୍ପତ୍ତି ନିଅ—
Time କୁ excuse କରିବା?
ନା Time କୁ utilize କରିବା?
ତୁମ future ତୁମ choice ଉପରେ depend କରେ।
ସମୟ ସମାନ… କିନ୍ତୁ ଫଳ ଅଲଗା।
ଚେଞ୍ଜ ହେବ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: