ପ୍ରତାରଣାରେ ଉପର ବାଗବୁଡା ଗାଁ
Автор: VOOL(VoiceofOdishaLive)
Загружено: 2025-09-02
Просмотров: 471
Описание:
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର ଉପର ବାଗବୁଡା ଗାଁ, ୬୦ରୁ ଅଧିକ ଅନୁସୂଚିତ ଜନଜାତି ପରିବାର ଥିବା ସତ୍ତେ, ଆଜିବି ରାସ୍ତା, ପିଇବାପାଣି, ସରକାରୀ ଆବାସ ଓ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ।
ଗାଁରେ ଅମ୍ବୁଲାନ୍ସ ପହଞ୍ଚେନି, ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୁହି 3 km ଦୂରକୁ ନେବାକୁ ପଡୁଛି।
ଗ୍ରାମବାସୀମାନେ ସଚେତନ କରିଛନ୍ତି – ଯଦି ତୁରନ୍ତ ବିକାଶ ଓ ମୌଳିକ ସୁବିଧା ସୁନିଶ୍ଚିତ ନହୁଏ, ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ।
📲 Social Media Handles
🔵 Facebook: VoiceOfOdishaLive
🐦 Twitter: @VoiceOdishaLive
📸 Instagram: @VoiceOfOdishaLive
#OdishaNews #Balasore #TribalIssues #Jaleswar #UparaBagabuda #VoiceOfOdishaLive #OdishaPolitics #GroundReport
Повторяем попытку...
Доступные форматы для скачивания:
Скачать видео
-
Информация по загрузке: