ବିଧାନସଭାରେ ଲଷ୍ମୀପୁରର ଦୃଢ଼ ସ୍ୱର – ବିଧାୟକ ପବିତ୍ର ସାଉଁନ୍ତା”
Автор: Pabitra Saunta MLA Laxmipur
Загружено: 2026-01-15
Просмотров: 607
Описание: ଲଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ରେଳ ଷ୍ଟେସନରେ ସମସ୍ତ ଯାତ୍ରୀବାହି ଟ୍ରେନ ରହଣି, ଲଷ୍ମୀପୁର ରେଳ ଷ୍ଟେସନର ଭିତ୍ତିଭୂମି ଉନ୍ନତି ଓ Reservation Counter ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ବିଧାନସଭାରେ ଜୋରଦାର ଭାବେ ଉଠାଇଲେ ଆମ ଲଢୁଆ ନେତା, ମାନ୍ୟବର ଲଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା। ଜନସାଧାରଣଙ୍କ ସୁବିଧା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କର ଏହି ଦୃଢ଼ ପଦକ୍ଷେପ ସତ୍ୟରେ ପ୍ରଶଂସନୀୟ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: