ଘରୁ ଡାକି ନେଇ ବାସୁଦେବ କୁ, ମଦ ପିଆଇ ପିଟିଲେ ରତି ଆଉ ଯଦୁଆ ! Youth Death in Chatara Village ,Jagatsinghpur
Автор: Pratidin TV
Загружено: 2026-01-23
Просмотров: 258
Описание:
ଘରୁ ଡାକି ନେଇ ବାସୁଦେବ କୁ, ମଦ ପିଆଇ ପିଟିଲେ ରତି ଆଉ ଯଦୁଆ ! ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଘଟିଛି ହୃଦୟବିଦାରକ ଘଟଣା। ସେହି ଗ୍ରାମରେ ରତି ଏବଂ ଯଦୁଆ ଯୋଜନା ବଦ୍ଧ ଭାବେ ବାସୁଦେବ ଦାସକୁ ଘରୁ ଡାକି ନେଇ ମଦ୍ୟ ପାନ କରାଇ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଦେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। Youth Death in Chatara Village ,Jagatsinghpur
#Jagatsinghpur #Youth #Death
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: