ଡାଇବେଟିସ୍ ଓ ହୃଦରୋଗ|Doctor Doctor 08 March 2026
Автор: OTV
Загружено: 2026-03-10
Просмотров: 245
Описание:
ଦର୍ଶକବନ୍ଧୁ ଡାଇବେଟିସ୍ ଓ ହୃଦରୋଗ ଆଜିକାଲି ଡାୟାବେଟିସ୍ ଏକ ସାଧାରଣ ସମସ୍ୟା ହୋଇପଡ଼ିଛି । ଅନେକ ଲୋକ ସୁଗାର ରୋଗରେ ପୀଡିତ ଅଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଡାଇବେଟିସ୍ ଥିଲେ ହୃଦରୋଗର ସମ୍ଭାବନା ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବଢ଼ିଯାଏ । ଅନିୟନ୍ତ୍ରିତ ସୁଗାର ଦୀର୍ଘ ସମୟରେ ହୃଦୟର ରକ୍ତନାଳୀକୁ କ୍ଷତି କରିପାରେ ଏବଂ ହାର୍ଟ ଆଟାକ୍ ର ସମ୍ଭାବନା ବଢ଼ାଇଦେଇଥାଏ।ତେବେ ପ୍ରଶ୍ନ ହେଉଛି — କିପରି ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବେ ? କେଉଁସବୁ ଲକ୍ଷଣକୁ ଅବହେଳା କରିବା ଉଚିତ୍ ନୁହେଁ ? ଏବଂ ସୁସ୍ଥ ହୃଦୟ ପାଇଁ କେମିତି ଜୀବନଶୈଳୀ ଅନୁସରଣ କରିବା ଆବଶ୍ୟକ ?ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବ ରଞ୍ଜନ ଜେନା ।
#otv #otvnews #odishatv #doctordoctor
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Повторяем попытку...
Доступные форматы для скачивания:
Скачать видео
-
Информация по загрузке: