୨୮ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ | Khabar Odisha
Автор: Khabar Odisha
Загружено: 2026-02-28
Просмотров: 93
Описание:
୨୮ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ଓ ଦୃତତର କରିବା ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୮ ଟି ନୂଆ ୧୦୮-ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି । ରାଜ୍ୟର ଆମ୍ବୁଲାନ୍ସ ସେବାରେ ୪୨୮ ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥ୍ ମଧ୍ୟରୁ ୨ ଟି ପର୍ଯ୍ୟାୟରେ ୪୦୦ ଟି ଆମ୍ବୁଲାନ୍ସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇସାରିଛି । ଆଜି ଆଉ ୨୮ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରାଗଲା ।
#AmbulanceLaunch #cmmohanmajhi #emergencyservices #publichealth #MedicalServices #governmentinitiative #khabarodisha
Khabar Odisha is one of Odisha’s most trusted and regularly updated news platforms, delivering the latest and breaking news in Odia. Covering a wide range of topics including politics, sports, entertainment, lifestyle, culture, and national affairs, Khabar Odisha keeps viewers informed with accurate, fast, and in-depth reporting.
🔔 Don’t forget to Like, Share & Subscribe!
------------------------------------------------------
Follow us on social media for more updates:👇
👉Website: https://khabarodisha.com
👉Twitter: / khabaraodisha
👉Facebook: / khabaraodisha
👉Instagram: / khabarodishanews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: