'ପବନ ବାଘ ପାଲଟିଛନ୍ତି ବିଧାୟକଙ୍କ ବାପା' | Odisha Reporter
Автор: Odisha Reporter
Загружено: 2026-02-14
Просмотров: 3220
Описание:
#ପବନ_ବାଘ_ପାଲଟିଛନ୍ତି_ବିଧାୟକଙ୍କ_ବାପା- ବିଜେଡି ନେତା
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ପଲେଇ ପଞ୍ଚାୟତ ପଡିଆରେ ଅରବିନ୍ଦଙ୍କ ବିରୁଦ୍ଧରେ ବିଜେଡିର କର୍ମୀ ସମାବେଶ ଆଳରେ ମେଳୀ। ବିଜେଡି ଛାମୁଆ ନେତା ମାନେ ଅରବିନ୍ଦ ନବୀନଙ୍କୁ ଉତ୍ତର ମାଗିବା କଥାକୁ ନେଇ ବିଜେଡି କର୍ମୀ ବିଷ ଓଗାଳିଛନ୍ତି। ଅରବିନ୍ଦଙ୍କ ନିଲମ୍ବନ ପରେ ବିଜେଡିର ପ୍ରଥମ କର୍ମୀ ସମାବେଶ। ବିଜେଡି କର୍ମୀ ସମାବେଶରେ ପାଟକୁରା ବିଧାୟକ ଙ୍କ ଉପରେ ଗର୍ଜିଲେ ଛାମୁଆ ନେତା ଓ କର୍ମୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #patkura #BijayMohapatra #kendrapada #Odisha #OdishaReporter #patkura #BijayMohapatra #kendrapada #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: