Special Story| ଦମ୍ ଦେଖାଇଲେ ଭକ୍ତ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କୁ କଲେ ନିଲମ୍ବନ || Odisha Reporter
Автор: Odisha Reporter
Загружено: 2026-03-17
Просмотров: 4302
Описание:
#ଦମ୍_ଦେଖାଇଲେ_ଭକ୍ତ_କ୍ରସ୍_ଭୋଟିଂ_କରିଥିବା_ବିଧାୟକଙ୍କୁ_କଲେ_ନିଲମ୍ବନ
ମାନିବାକୁ ପଡିବ ଭକ୍ତ ଦାସଙ୍କ ଦମକୁ । କ୍ରସ ଭୋଟିଂ କରିବାର 12 ଘଣ୍ଟା ନ ପୁରୁଣୁ ଦଳରୁ ସସପେଣ୍ଡ କରିଦେଲେ 3 ବିଧାୟକ, କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ। ଦଳ କହିଥିଲା କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେବେ ହେଲେ ଏମାନେ ଭୋଟ ଦେଲେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ। କ୍ରସ ଭୋଟିଂ କରିବାର 12 ଘଣ୍ଟା ପୁରିନି ଦଳ ନେଇଗଲା ଆକସନ୍। ନବୀନ କେବେ ନେବେ ଆକ୍ସନ ବୁଲେଇ ବଙ୍କେଇ ପଚାରିଲେ ବଦ୍ରି।
#specialstory #congress_suspend #bhaktadas #SofiaFirdous #rajyasabhaelection_politics #NaveenPatnaik
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: