'ସନ୍ଧ୍ୟା ସୁଦ୍ଧା ନବାନ୍ଧିଲେ କାର୍ଯ୍ୟ ବନ୍ଦ' | Odisha Reporter
Автор: Odisha Reporter
Загружено: 2026-03-18
Просмотров: 712
Описание:
ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ସାରଣା ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ ମରା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡ଼ିଆ ରାଜ୍ୟ କ୍ଷେତ୍ର ଅଧିକାରୀ ସଂଘ । ଏନେଇ ସଙ୍ଘ ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି କହିଛନ୍ତି, ରାଜସ୍ୱ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ତାଙ୍କ ଅଫିସ ଭିତରେ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଦୋଷୀଙ୍କୁ ସନ୍ଧ୍ୟା ସୁଦ୍ଧା ଗିରଫ କରାନଗଲେ ୨୦ ତାରିଖ ଠାରୁ ଜିଲ୍ଲାର ସମସ୍ତ ୭ ଗୋଟି ତହସିଲରେ କାମ କରୁଥିବା କ୍ଷେତ୍ରୀୟ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Attackonri #bhadrak #chandbali #Actiondemand
Повторяем попытку...
Доступные форматы для скачивания:
Скачать видео
-
Информация по загрузке: