୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | Odisha CM flags off 250 new 108 ambulances | Bikalpa
Автор: Bikalpa
Загружено: 2026-02-10
Просмотров: 248
Описание:
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ୨୫୦ଟି ନୂଆ '୧୦୮' ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଏହି ନୂଆ ଆମ୍ବୁଲାନ୍ସଗୁଡ଼ିକ ବିଶେଷ କରି ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ ଦେବଦୂତ ସାଜିବେ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରି ଏହି ସେବାକୁ ଅଧିକ ବ୍ୟାପକ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଜିରୋ ମର୍ଟାଲିଟି’ ବା ଶୂନ୍ୟ ମୃତ୍ୟୁହାର। ରୋଗୀଙ୍କୁ ‘ଗୋଲଡେନ୍ ଆୱାର’ (Golden Hour) ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଏକ ସୁଦୃଢ଼ ନେଟୱାର୍କ ପ୍ରସ୍ତୁତ କରାଯାଉଛି। ଏହାଛଡ଼ା ‘ବିମାନ ଯୋଜନା’ ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ୍ରେ ମଧ୍ୟ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯିବ।
In a significant boost to Odisha's healthcare sector, Chief Minister Mohan Charan Majhi today flagged off 250 new '108' ambulances at Kalinga Stadium, Bhubaneswar. This initiative marks the second phase of the state's plan to modernize its emergency medical fleet. Funded entirely by the state government with an investment of ₹111 crore, these advanced vehicles are designed to ensure timely medical intervention, especially for people living in remote and underserved areas.
The Chief Minister emphasized that the primary goal is to achieve 'Zero Mortality' by ensuring patients reach hospitals within the critical 'Golden Hour'. The government is establishing a seamless medical chain from blocks to District Headquarters Hospitals and finally to SCB Medical College in Cuttack. Furthermore, under the 'Biman Yojana', ambulance services will be extended to airstrips like Rourkela and Jeypore to facilitate rapid air-evacuation during emergencies.
Odisha 108 Ambulance, CM Mohan Charan Majhi, Kalinga Stadium, Emergency Healthcare Odisha, Zero Mortality Goal, 111 Crore Health Budget, Janani Express, Biman Yojana, Advanced Life Support, Health Ministry Odisha.
#OdishaHealthcare #CMMohanMajhi #108Ambulance #OdishaNews #HealthInfrastructure #Bhubaneswar #Kalinga Stadium #EmergencyServices #ZeroMortality #GoldenHour #OdishaHealth #MedicalEmergency #NewOdisha #BikalpaNews #HealthcareInOdisha #AmbulanceLaunch #PublicHealth #OdishaDevelopment #BimanYojana #ModernHealthcare
Повторяем попытку...
Доступные форматы для скачивания:
Скачать видео
-
Информация по загрузке: