Premare kahinki Emiti Hue || Song By the Lost Poet || G Audio || Odia Song || Kabi Kalam Kabita ||
Автор: Ka Ru Kabita
Загружено: 2026-02-08
Просмотров: 565
Описание:
Song- Premare kahinki Emiti Hue
Music and Lyrics- The Lost Poet
Also available on our new song exclusive Chanel
G-Audio, Subscribe for our upcoming songs.. on below link.
• Premare kahinki Emiti Hue || Song By the L...
Lyrics-
"ପ୍ରେମରେ କାହିଁକି ଏମିତି ହୁଏ"
ମନର ଭାଷାକୁ ବୁଝିବା ପାଇଁ
ଯିଏ ଅଛି କିଛି ବୁଝୁ ତ ନାହିଁ ।
ରେ ବାଇଆ ମନ
ରେ ବାଇଆ ମନ
ପ୍ରେମରେ କାହିଁକି ଏମିତି ହୁଏ
ଲୁହର ବାଦଲ ଭିଜେଇ ଯାଏ ।
ଲୁହର ବାଦଲ ଭିଜେଇ ଯାଏ ।
ହୃଦୟ ଟା ଭାରି ନିରୀହ ଲୋକ
ହୃଦୟ ଟା ଭାରି ନିରୀହ ଲୋକ
ତା ପାଇଁ ଲେଖା ତ ଦୁଃଖ ହିଁ ଦୁଃଖ
ଯୋଉଠି ଲାଗେ ସେ ସେଇଠୁ ଛିଡ଼େ
ଏମିତି କପାଳ କିଏ ସେ ଗଢ଼େ
ରେ ବାଇଆ ମନ
ରେ ବାଇଆ ମନ
ପ୍ରେମରେ କାହିଁକି ଏମିତି ହୁଏ
ଲୁହର ବାଦଲ ଭିଜେଇ ଯାଏ ।
ଲୁହର ବାଦଲ ଭିଜେଇ ଯାଏ ।
ଭିଯିବା ଜଳିବା ଏକା କି ନୁହଁ
ଭିଯିବା ଜଳିବା ଏକା କି ନୁହଁ
ଦେଖିଯାଅ ଥରେ ମୋ ଜଳା ଦେହ।
ଛୁଇଁ ଯାଅ ଥରେ ମୋ ଜଳା ଦେହ।
ରେ ବାଇଆ ମନ
ରେ ବାଇଆ ମନ
ପ୍ରେମରେ କାହିଁକି ଏମିତି ହୁଏ
ଲୁହର ବାଦଲ ଭିଜେଇ ଯାଏ ।
ଲୁହର ବାଦଲ ଭିଜେଇ ଯାଏ ।
#OdiaSadSong
#OdiaBreakupSong
#OdiaLoveSong
#NewOdiaSong
#OdiaEmotionalSong
#OdiaHeartTouchingSong
#OdiaRomanticSong
#OdiaMusic
#OdiaSong2026
#OdiaAlbumSong
#BreakupSong
#SadLoveSong
#HeartbreakSong
#EmotionalSong
#PainfulLove
#OneSidedLove
#BrokenHeart
#MissYouSong
#IndianSadSong
#LoFiSadSong
#AcousticSadSong
#ModernOdiaSong
#YouTubeMusic
#HeadphoneSong
#NightVibeSong
#OdiaReels
#OdiaStatus
#OdiaShorts
#ViralOdiaSong
#GAudio
#Thelostpoet
Повторяем попытку...
Доступные форматы для скачивания:
Скачать видео
-
Информация по загрузке: