BJDକୁ ଫେରିବେ କି ପାଣ୍ଡିଆନ ? Manmath Routray On BJD Successor | Sujata Pandian | Naveen Patnaik
Автор: News18 Odia
Загружено: 2026-06-08
Просмотров: 2047
Описание:
ପାଣ୍ଡିଆନଙ୍କ ପରେ ବିଜେଡିରେ ହେବ ସୁଜାତାଙ୍କ ଏଣ୍ଟ୍ରି | ବିଜେଡିରେ ବଡ଼ ଭୂମିକା ନେବେ ସୁଜାତା କାର୍ତ୍ତିକେୟନ| ନବୀନଙ୍କ ଦିଲ୍ଲୀ ଗସ୍ତ ସସପେନ୍ସ ଭିତରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବଡ଼ ବୟାନ | କହିଲେ, ନବୀନ ଏବଂ କିଛି ବରିଷ୍ଠ ନେତା ଦିଲ୍ଲୀ ଯାଇଥିଲେ ...
କଣ ଆଲୋଚନା ହେଲା ଯଦିଓ ସ୍ପଷ୍ଟ ହୋଇନି, କିନ୍ତୁ ଶୁଣିବାକୁ ମିଳିଛି, ସୁଜାତା କାର୍ତ୍ତିକେୟନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ଇଛା ଅଛି ଜଗନ୍ନାଥ ପୂରଣ କରିବେ ଆମେ ଅନେଇକି ବସିଛୁ । ବହୁତ ଇଛା କରୁଛୁ ପାଣ୍ଡିଆନ ପୁଣି ଆସନ୍ତୁ । ଯେମିତି ଖଟୁଥିଲେ ସେମିତି ଖଟନ୍ତୁ ଭାରି ଇଛା । ଭାରି ସ୍ଵାଭିମାନୀ ପାଣ୍ଡିଆନ, ତାଙ୍କୁ ରାଜି କରାଇବା ନବୀନଙ୍କ ପାଇଁ ବି ସହଜ ନୁହେଁ । ଇଛା ଥିଲା ଆଶଙ୍କା ହେଲାଣି ସୁଜାତାଙ୍କୁ ଆକ୍ଟିଭ ଦାୟିତ୍ୱ ଦଳରେ ମିଳିବ । ଭଲ ଟ୍ୟାଲେଣ୍ଟେଡ ସୁଜାତା । ମୋତେ ଲାଗୁଛି, ସୁଜାତାଙ୍କୁ ଅହଂ ଦାୟିତ୍ୱ ମିଳିବ । ଭିତିରିଆ ର୍ୟୁମର ହେଉଛି ଆମେ ସବୁ କର୍ମୀ ଅନେଇକି ବସିଛୁ । ଆମ ମନୋବଳ ୧୦ ଗୁଣ ବଢିବ ଯଦି ସୁଜାତା ଆସିକି ମଙ୍ଗ ଧରିବେ । ଦିଲ୍ଲୀରେ କିଛି ମିଟିଂ ହୋଇଛି, ଆଗକୁ କିଛି ହେବ ।...
A major political storm is brewing in Odisha as speculations rise about Sujata Karthikeyan taking up a crucial leadership role within the Biju Janata Dal (BJD). Amidst the ongoing suspense surrounding BJD supremo Naveen Patnaik's recent Delhi visit, senior BJD leader Manmath Routray has dropped a massive hint.
Speaking to the media, Routray confirmed that Naveen Patnaik and a few senior leaders held important meetings in Delhi. While the official outcome remains under wraps, internal buzz strongly suggests that Sujata Karthikeyan will soon be given a highly important responsibility to revive and lead the party's machinery. Routray also expressed the deep desire of party workers for VK Pandian's active return, praising his dedication and self-respect, while adding that convincing Pandian is no easy task. He highly praised Sujata's administrative talent, stating that her official entry will boost the morale of BJD ground workers tenfold. Watch the full video for an in-depth political analysis and the latest insider updates on BJD's new strategy.
#SujataKarthikeyan #BJDNews #NaveenPatnaik #VKPandian #ManmathRoutray #OdishaPolitics #BJDEntry #OdishaNews #News18Odia #OdiaNews #odishanews #oriyanews #breakingnews #weathernews #OdishaNews #BJD #PoliticalNews #OdishaPolitics #SujataRoutPandian #ManmathRoutray #BreakingUpdate #OdishaUpdate #OdishaPoliticsNews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BH
Повторяем попытку...
Доступные форматы для скачивания:
Скачать видео
-
Информация по загрузке: